Mark 14:47 — Compare Translations
7 translations compared side by side
Odia - 1840
"ଯୀଶୁଙ୍କ ପାଖ ରେ ଠିଆ ହାଇେଥିବା ଜଣେ ଶିଷ୍ଯ ତାର ଖଣ୍ଡା ବାହାର କରି ଆଣି ମହା ଯାଜକଙ୍କର ଜଣେ ଚାକର ଉପରେ ଆଘାତ କଲା। ସହେି ଚାକରର କାନ କଟିଗଲା।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କିନ୍ତୁ ପାଖରେ ଠିଆ ହୋଇଥିବା ଲୋକମାନଙ୍କ ମଧ୍ୟରୁ ଜଣେ ଖଣ୍ତା ବାହାର କଲେ ଏବଂ ମହାଯାଜକଙ୍କ ଦାସକୁ ଆଘାତ କରି ତାହାର କାନ କାଟି ପକାଇଲେ ।
Odia BSI (ପବିତ୍ର ବାଇବଲ (CL) NT (BSI))
କିନ୍ତୁ ନିକଟରେ ଛିଡ଼ା ହୋଇଥିବା ଜଣେ ବ୍ୟକ୍ତି ତା’ର ଖଣ୍ଡା ବାହାର କରି ପ୍ରଧାନ ଯାଜକଙ୍କ ଦାସକୁ ଆଘାତ କରି ତା’ର କାନ କାଟି ପକାଇଲା।
Odia Bible ERV 2004 (ପବିତ୍ର ବାଇବଲ)
ଯୀଶୁଙ୍କ ପାଖରେ ଠିଆ ହୋଇଥିବା ଜଣେ ଶିଷ୍ୟ ତା’ର ଖଣ୍ଡା ବାହାର କରି ମହାଯାଜକଙ୍କର ଜଣେ ଗ୍ଭକର ଉପରେ ଆଘାତ କଲା। ସେହି ଗ୍ଭକରର କାନ କଟିଗଲା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
କିନ୍ତୁ ପାଖରେ ଠିଆ ହୋଇଥିବା ଲୋକମାନଙ୍କ ମଧ୍ୟରୁ ଜଣେ ଖଣ୍ଡା ବାହାର କଲେ ଏବଂ ମହାଯାଜକଙ୍କ ଦାସକୁ ଆଘାତ କରି ତାହାର କାନ କାଟିପକାଇଲେ।
Odia IRV 2017 (ଓଡିଆ ବାଇବେଲ)
କିନ୍ତୁ ପାଖରେ ଠିଆ ହୋଇଥିବା ଲୋକମାନଙ୍କ ମଧ୍ୟରୁ ଜଣେ ଖଣ୍ଡା ବାହାର କଲେ ଏବଂ ମହାଯାଜକଙ୍କ ଦାସକୁ ଆଘାତ କରି ତାହାର କାନ କାଟିପକାଇଲେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಖರೆ ಥೈ ಇಬೆ ಹೊತ್ತ್ಯಾ ತ್ಯೆಂಚಾತ್ಲ್ಯಾ ಎಕ್ಲ್ಯಾನ್ ಅಪ್ನಾಚೊ ಚಾಕು ಕಾಡುನ್ ಮಹಾಯಾಜಕಾಚ್ಯಾ ಎಕ್ಲ್ಯಾ ಆಳಾಕ್ ಮಾರುನ್ ತೆಚೊ ಕಾನುಚ್ ಕಾತರ್ಲ್ಯಾನ್.