Mark 14:49 — Compare Translations

7 translations compared side by side

Odia - 1840
"ପ୍ରତିଦିନ ମନ୍ଦିର ରେ ଶିକ୍ଷା ଦବୋ ସମୟରେ ମୁଁ ତୁମ୍ଭମାନଙ୍କ ସହିତ ଥିଲି। କିନ୍ତୁ ସେତବେେଳେ ତୁମ୍ଭମାନେେ ମାେତେ ବନ୍ଦୀ କରି ନଥିଲ। କିନ୍ତୁ ଶାସ୍ତ୍ର ରେ ଯାହା ଲଖାେ ଯାଇଛି ତାହା ଯେପରି ସତ୍ଯ ହୁଏ ସେଥି ନିମନ୍ତେ ଏଭଳି ଘଟୁଛି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ମୁଁ ପ୍ରତିଦିନ ତୁମ୍ଭମାନଙ୍କ ସହିତ ମନ୍ଦିରରେ ଥାଇ ଶିକ୍ଷା ଦେଉଥିଲି, କିନ୍ତୁ ତୁମ୍ଭେମାନେ ମୋତେ ଧରିଲ ନାହିଁ; ମାତ୍ର ଧର୍ମଶାସ୍ତ୍ରର ବାକ୍ୟସମୂହ ଯେପରି ସଫଳ ହୁଏ, ସେଥିନିମନ୍ତେ ଏହିସମସ୍ତ ଘଟୁଅଛି ।
Odia BSI (ପବିତ୍ର ବାଇବଲ (CL) NT (BSI))
ଦିନ ଦିନ ଧରି ମୁଁ ମନ୍ଦିରରେ ଶିକ୍ଷା ଦେଉଥିଲି; ସେତେବେଳେ ତ ମୋତେ ଗିରଫ କଲ ନାହିଁ। କିନ୍ତୁ ଶାସ୍ତ୍ରର ସବୁ କଥା ନିଶ୍ଚୟ ସଫଳ ହେବ।”
Odia Bible ERV 2004 (ପବିତ୍ର ବାଇବଲ)
ପ୍ରତିଦିନ ମନ୍ଦିରରେ ଶିକ୍ଷା ଦେବା ସମୟରେ ମୁଁ ତୁମ୍ଭମାନଙ୍କ ସହିତ ଥିଲି। କିନ୍ତୁ ସେତେବେଳେ ତୁମ୍ଭେମାନେ ମୋତେ ବନ୍ଦୀ କରି ନ ଥିଲ। କିନ୍ତୁ ଶାସ୍ତ୍ରରେ ଯାହା ଲେଖା ଯାଇଛି ତାହା ଯେପରି ସତ୍ୟ ହୁଏ ସେଥି ନିମନ୍ତେ ଏଭଳି ଘଟୁଛି।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ମୁଁ ପ୍ରତିଦିନ ତୁମ୍ଭମାନଙ୍କ ସହିତ ମନ୍ଦିରରେ ଥାଇ ଶିକ୍ଷା ଦେଉଥିଲି, କିନ୍ତୁ ତୁମ୍ଭେମାନେ ମୋତେ ଧରିଲ ନାହିଁ; ମାତ୍ର ଧର୍ମଶାସ୍ତ୍ରର ବାକ୍ୟସମୂହ ଯେପରି ସଫଳ ହୁଏ, ସେଥିନିମନ୍ତେ ଏହି ସମସ୍ତ ଘଟୁଅଛି।”
Odia IRV 2017 (ଓଡିଆ ବାଇବେଲ)
ମୁଁ ପ୍ରତିଦିନ ତୁମ୍ଭମାନଙ୍କ ସହିତ ମନ୍ଦିରରେ ଥାଇ ଶିକ୍ଷା ଦେଉଥିଲି, କିନ୍ତୁ ତୁମ୍ଭେମାନେ ମୋତେ ଧରିଲ ନାହିଁ; ମାତ୍ର ଧର୍ମଶାସ୍ତ୍ରର ବାକ୍ୟସମୂହ ଯେପରି ସଫଳ ହୁଏ, ସେଥିନିମନ୍ତେ ଏହି ସମସ୍ତ ଘଟୁଅଛି ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಮಿಯಾ ಸದ್ದಿಚ್ ದೆವಾಚ್ಯಾ ಗುಡಿತ್ ಸಿಕ್ವುನ್ಗೆತ್ ಹೊತ್ತೊ, ಥೈ ತುಮಿ ಮಾಕಾ ಧರುಕ್ನ್ಯಾಸಿ,ಖರೆ ಹೆ ಸಗ್ಳೆ ಪವಿತ್ರ್ ಪುಸ್ತಕಾತ್ ಸಾಂಗಲ್ಲ್ಯಾ ಬಾಸೆನ್ ಹೊಲೆ ಮಟ್ಲ್ಯಾನ್.