Mark 14:51 — Compare Translations
7 translations compared side by side
Odia - 1840
"ଜଣେ ୟୁବକ ଯୀଶୁଙ୍କୁ ଅନୁସରଣ କରୁଥିଲା। ସେ କବଳେ ଖଣ୍ଡିଏ ସରୁ ରେଶମ ଲୁଗା ପିନ୍ଧିଥିଲା। ସହେି ଲୋକମାନେ ୟୁବକକୁ ଧରିବାକୁ ଚେଷ୍ଟା କଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କିନ୍ତୁ ଜଣେ ଯୁବା ଫୁଙ୍ଗା ଦେହରେ ଖଣ୍ତେ ସରୁ ଚାଦର ଘୋଡ଼ାଇ ହୋଇ ତାହାଙ୍କ ପଛେ ପଛେ ଯାଉଥିଲା; ସେମାନେ ତାହାକୁ ଧରିଲେ,
Odia BSI (ପବିତ୍ର ବାଇବଲ (CL) NT (BSI))
ଜଣେ ଯୁବକ ଖଣ୍ଡିଏ ଚାଦର ଘୋଡ଼ାଇ ହୋଇ ଯୀଶୁଙ୍କ ପଛେ ପଛେ ଚାଲୁଥିଲା। ସେମାନେ ତାକୁ ମଧ୍ୟ ଧରିବାକୁ ଯିବାବେଳେ,
Odia Bible ERV 2004 (ପବିତ୍ର ବାଇବଲ)
ଜଣେ ଯୁବକ ଯୀଶୁଙ୍କୁ ଅନୁସରଣ କରୁଥିଲା। ସେ କେବଳ ଖଣ୍ଡିଏ ସରୁ ରେଶମ ଲୁଗା ପିନ୍ଧିଥିଲା। ସେହି ଲୋକମାନେ ଯୁବକକୁ ଧରିବାକୁ ଚେଷ୍ଟା କଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
କିନ୍ତୁ ଜଣେ ଯୁବା ଉଲଗ୍ନ ଦେହରେ ଖଣ୍ଡେ ସରୁ ଚାଦର ଘୋଡ଼ାଇ ହୋଇ ତାହାଙ୍କ ପଛେ ପଛେ ଯାଉଥିଲା; ସେମାନେ ତାହାକୁ ଧରିଲେ,
Odia IRV 2017 (ଓଡିଆ ବାଇବେଲ)
କିନ୍ତୁ ଜଣେ ଯୁବା ଉଲଗ୍ନ ଦେହରେ ଖଣ୍ଡେ ସରୁ ଚାଦର ଘୋଡ଼ାଇ ହୋଇ ତାହାଙ୍କ ପଛେ ପଛେ ଯାଉଥିଲା; ସେମାନେ ତାହାକୁ ଧରିଲେ,
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಎಕ್ಲೊ ದಾನ್ಡಗೊ ಮಾಸುನ್ ಮ್ಹಾಗ್ರೊ ಕಪ್ಡೊ ಧಾಪುನ್ ಘೆವ್ನ್ ಜೆಜುಚ್ಯಾ ಫಾಟ್ನಾ ಯೆಯ್ ತೆಕಾ ಧರುಕ್ ಪ್ರಯತ್ನ್ ಕರ್ಲ್ಯಾನಿ.