Mark 14:52 — Compare Translations
7 translations compared side by side
Odia - 1840
"ସେ ଲୁଗାକୁ ଖସାଇ ଦଲୋ ଓ ଉଲଗ୍ନ ହାଇେ ଦୌଡି ପଳାଇଲା।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ମାତ୍ର ସେ ସେହି ସରୁ ଚାଦର ଖଣ୍ତିକ ଛାଡ଼ିଦେଇ ଫୁଙ୍ଗା ଦେହରେ ପଳାଇଗଲା ।
Odia BSI (ପବିତ୍ର ବାଇବଲ (CL) NT (BSI))
ସେ ତା’ର ଲୁଗା ଫୋପାଡ଼ି ଦେଇ ଫୁଙ୍ଗୁଳା ଦେହରେ ଦୌଡ଼ି ପଳାଇଗଲା।
Odia Bible ERV 2004 (ପବିତ୍ର ବାଇବଲ)
ସେ ଲୁଗାକୁ ଖସାଇ ଦେଲା ଓ ଉଲଗ୍ନ ହୋଇ ଦୌଡ଼ି ପଳାଇଲା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ମାତ୍ର ସେ ସେହି ସରୁ ଚାଦର ଖଣ୍ଡିକ ଛାଡ଼ିଦେଇ ଖାଲି ଦେହରେ ପଳାଇଗଲା।
Odia IRV 2017 (ଓଡିଆ ବାଇବେଲ)
ମାତ୍ର ସେ ସେହି ସରୁ ଚାଦର ଖଣ୍ଡିକ ଛାଡ଼ିଦେଇ ଖାଲି ଦେହରେ ପଳାଇଗଲା ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಖರೆ ತೊ ಅಪ್ನಾಚ್ಯಾ ಆಂಗಾ ವಯ್ಲೊ ಕಪ್ಡೊ ತೆಂಚ್ಯಾ ಹಾತಾತ್ ಸೊಡುನ್ ನಾಗ್ಡೊಚ್ ಪಳುನ್ ಗೆಲೊ.