Mark 14:53 — Compare Translations
7 translations compared side by side
Odia - 1840
"ସହେି ଲୋକମାନେ ଯୀଶୁଙ୍କୁ ସହାୟାଜକଙ୍କ ପାଖକୁ ନଇଗେଲେ। ସମସ୍ତ ପ୍ରଧାନ-ଯାଜକ, ପ୍ରାଚୀନ ନେତାଗଣ ଓ ଧର୍ମଶାସ୍ତ୍ରୀମାନେ ଏକତ୍ରୀତ ହେଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପରେ ସେମାନେ ଯୀଶୁଙ୍କୁ ମହାଯାଜକଙ୍କ ନିକଟକୁ ଘେନିଗଲେ, ପୁଣି ପ୍ରଧାନ ଯାଜକ, ପ୍ରାଚୀନ ଓ ଶାସ୍ତ୍ରୀମାନେ ସମସ୍ତେ ଆସି ଏକତ୍ର ହେଲେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ତା’ପରେ ସେମାନେ ଯୀଶୁଙ୍କୁ ପ୍ରଧାନ ପୁରୋହିତଙ୍କ ଗୃହକୁ ନେଇଗଲେ। ସେଠାରେ ମୁଖ୍ୟ ପୁରୋହିତମାନେ, ଧର୍ମନେତା ଓ ଧର୍ମଗୁରୁମାନେ ଏକତ୍ର ହୋଇଥିଲେ।
Odia Bible ERV 2004 (ପବିତ୍ର ବାଇବଲ)
ଯିହୂଦୀ ନେତାଙ୍କ ଆଗରେ ଯୀଶୁଙ୍କ ବିଗ୍ଭର ସେହି ଲୋକମାନେ ଯୀଶୁଙ୍କୁ ମହାଯାଜକଙ୍କ ପାଖକୁ ନେଇଗଲେ। ସମସ୍ତ ପ୍ରଧାନଯାଜକ, ପ୍ରାଚୀନ ନେତାଗଣ ଓ ଧର୍ମଶାସ୍ତ୍ରୀମାନେ ଏକତ୍ରିତ ହେଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପରେ ସେମାନେ ଯୀଶୁଙ୍କୁ ମହାଯାଜକଙ୍କ ନିକଟକୁ ଘେନିଗଲେ, ପୁଣି, ପ୍ରଧାନ ଯାଜକ, ପ୍ରାଚୀନ ଓ ଶାସ୍ତ୍ରୀମାନେ ସମସ୍ତେ ଆସି ଏକତ୍ର ହେଲେ।
Odia IRV 2017 (ଓଡିଆ ବାଇବେଲ)
ପରେ ସେମାନେ ଯୀଶୁଙ୍କୁ ମହାଯାଜକଙ୍କ ନିକଟକୁ ଘେନିଗଲେ, ପୁଣି, ପ୍ରଧାନ ଯାଜକ, ପ୍ରାଚୀନ ଓ ଶାସ୍ତ୍ରୀମାନେ ସମସ୍ତେ ଆସି ଏକତ୍ର ହେଲେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತ್ಯಾ ಧರುನ್ ಹಾನಲ್ಲ್ಯಾ ಲೊಕಾನಿ ಜೆಜುಕ್ ಮಹಾಯಾಜಕಾಚ್ಯಾ ಘರಾಕ್ಡೆ ಘೆವ್ನ್ ಗೆಲ್ಯಾನಿ.ಥೈ ಸಗ್ಳಿ ಮುಖ್ಯ ಯಾಜಕಾ, ಜಾನ್ತಿ ಲೊಕಾ ಅನಿ ಖಾಯ್ದೆ ಸಿಕ್ವುತಲೆ ಥೈ ಯೆವ್ನ್ ಜಮಲ್ಲೆ.