Mark 14:60 — Compare Translations

7 translations compared side by side

Odia - 1840
"ତା'ପରେ ସମସ୍ତଙ୍କ ଆଗ ରେ ମହାୟାଜକ ଠିଆ ହେଲେ। ସେ ଯୀଶୁଙ୍କୁ କହିଲେ, ଏ ଲୋକମାନେ ତୁମ୍ଭ ବିରୁଦ୍ଧ ରେ ଅନକେ କଥା କହିଲେ। ତୁମ୍ଭ ବିରୁଦ୍ଧ ରେ ଯେତେ ଗୁଡିଏ ଅଭିଯୋଗ ଅଣାଗଲା, ସେ ବିଷୟ ରେ ତୁମ୍ଭର କିଛି କହିବାର ଅଛି କି? ଏ ଲୋକମାନେ କ'ଣ ସତ୍ଯ କଥା କହୁଛନ୍ତି?"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତହିଁରେ ମହାଯାଜକ ମଧ୍ୟସ୍ଥଳରେ ଠିଆ ହୋଇ ଯୀଶୁଙ୍କୁ ପଚାରିଲେ, ତୁମ୍ଭ ବିରୁଦ୍ଧରେ ଏମାନେ ଏ ଯେଉଁ ସାକ୍ଷ୍ୟ ଦେଉଅଛନ୍ତି, ସେଥିର କିଛି ଉତ୍ତର ଦେଉ ନାହଁ?
Odia BSI (ପବିତ୍ର ବାଇବଲ (CL) NT (BSI))
ପ୍ରଧାନ ପୁରୋହିତ ସମସ୍ତଙ୍କ ସମ୍ମୁଖରେ ଠିଆ ହୋଇ ଯୀଶୁଙ୍କୁ ପ୍ରଶ୍ନ କଲେ, “ତୁମ ବିରୁଦ୍ଧରେ ସେମାନେ ଆଣିଥିବା ଏହି ଅଭିଯୋଗ ବିରୁଦ୍ଧରେ ତୁମର କଅଣ କିଛି କହିବାର ନାହିଁ?”
Odia Bible ERV 2004 (ପବିତ୍ର ବାଇବଲ)
ତା’ପରେ ସମସ୍ତଙ୍କ ଆଗରେ ମହାଯାଜକ ଠିଆ ହେଲେ। ସେ ଯୀଶୁଙ୍କୁ କହିଲେ, “ଏ ଲୋକମାନେ ତୁମ୍ଭ ବିରୁଦ୍ଧରେ ଅନେକ କଥା କହିଲେ। ତୁମ୍ଭ ବିରୁଦ୍ଧରେ ଯେତେ ଗୁଡ଼ିଏ ଅଭିଯୋଗ ଅଣାଗଲା, ସେ ବିଷୟରେ ତୁମ୍ଭର କିଛି କହିବାର ଅଛି କି? ଏ ଲୋକମାନେ କ’ଣ ସତ୍ୟ କଥା କହୁଛନ୍ତି?”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତହିଁରେ ମହାଯାଜକ ମଧ୍ୟସ୍ଥଳରେ ଠିଆ ହୋଇ ଯୀଶୁଙ୍କୁ ପଚାରିଲେ, ତୁମ୍ଭ ବିରୁଦ୍ଧରେ ଏମାନେ ଏ ଯେଉଁ ସାକ୍ଷ୍ୟ ଦେଉଅଛନ୍ତି, ସେଥିରେ କିଛି ଉତ୍ତର ଦେଉ ନାହଁ?
Odia IRV 2017 (ଓଡିଆ ବାଇବେଲ)
ତହିଁରେ ମହାଯାଜକ ମଧ୍ୟସ୍ଥଳରେ ଠିଆ ହୋଇ ଯୀଶୁଙ୍କୁ ପଚାରିଲେ, ତୁମ୍ଭ ବିରୁଦ୍ଧରେ ଏମାନେ ଏ ଯେଉଁ ସାକ୍ଷ୍ୟ ଦେଉଅଛନ୍ତି, ସେଥିରେ କିଛି ଉତ୍ତର ଦେଉ ନାହଁ?
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತನ್ನಾ ಮಹಾಯಾಜಕ್ ಸಗ್ಳ್ಯಾಂಚ್ಯಾ ಫಿಡ್ಯಾತ್ ಇಬೆ ರ್‍ಹಾಲೊ ಅನಿ ಜೆಜುಕ್ “ಹಿ ಲೊಕಾ ತುಜೆ ವರ್‍ತಿ ಕಾಯ್-ಕಾಯ್ ಅಪ್ವಾದ್ ಘಾಲುಲ್ಯಾತ್, ಹೆಕಾ ತುಜೆಕ್ಡೆ ಕಾಯ್ಬಿ ಜಾಬ್ ನಾ ಕಾಯ್?” ಮನುನ್ ಪ್ರಸ್ನ್ ಕರ್‍ಲ್ಯಾನ್.