Mark 14:64 — Compare Translations

7 translations compared side by side

Odia - 1840
"ସେ ପରମେଶ୍ବରଙ୍କ ବିରୁଦ୍ଧ ରେ ଯାହା ସବୁ କହିଗଲେ, ତୁମ୍ଭମାନେେ ସମସ୍ତେ ଶୁଣିଲ। ଏବେ ତୁମ୍ଭମାନେେ କ'ଣ ଭାବୁଛ?"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆପଣମାନେ ତ ଈଶ୍ଵରନିନ୍ଦା ଶୁଣିଲେ; ଆପଣମାନଙ୍କର ବିଚାର କଅଣ? ଏଥିରେ ସେମାନେ ସମସ୍ତେ ସେ ପ୍ରାଣ୍ତଦଣ୍ତର ଯୋଗ୍ୟ ବୋଲି ମତ ଦେଲେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ସେ ଈଶ୍ୱରନିନ୍ଦା କରିଛି, ତୁମ୍ଭେମାନେ ଶୁଣିଛ। ତୁମ୍ଭମାନଙ୍କର ନିଷ୍ପତ୍ତି କ’ଣ?” ସେମାନେ ତାଙ୍କ ବିରୁଦ୍ଧରେ ମତ ଦେଇ କହିଲେ ଯେ ସେ ଦୋଷୀ ଏବଂ ମୃତ୍ୟୁଦଣ୍ଡ ଦିଆଯିବା ଉଚିତ୍।
Odia Bible ERV 2004 (ପବିତ୍ର ବାଇବଲ)
ସେ ପରମେଶ୍ୱରଙ୍କ ବିରୁଦ୍ଧରେ ଯାହାସବୁ କହିଗଲେ, ତୁମ୍ଭେମାନେ ସମସ୍ତେ ଶୁଣିଲ। ଏବେ ତୁମ୍ଭେମାନେ କ’ଣ ଭାବୁଛ?” ସମସ୍ତେ ଯୀଶୁଙ୍କୁ ଅପରାଧୀ ସାବ୍ୟସ୍ତ କଲେ ଓ ତାହାଙ୍କୁ ମୃତ୍ୟୁଦଣ୍ଡ ଦିଆ ଯିବା ଉଚିତ୍ ବୋଲି କହିଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆପଣମାନେ ତ ଈଶ୍ବର ନିନ୍ଦା ଶୁଣିଲେ; ଆପଣମାନଙ୍କର ବିଚାର କଅଣ? ଏଥିରେ ସେମାନେ ସମସ୍ତେ ସେ ପ୍ରାଣଦଣ୍ଡ ଯୋଗ୍ୟ ବୋଲି ମତ ଦେଲେ।
Odia IRV 2017 (ଓଡିଆ ବାଇବେଲ)
ଆପଣମାନେ ତ ଈଶ୍ୱର ନିନ୍ଦା ଶୁଣିଲେ; ଆପଣମାନଙ୍କର ବିଚାର କ'ଣ? ଏଥିରେ ସେମାନେ ସମସ୍ତେ ସେ ପ୍ରାଣଦଣ୍ଡ ଯୋଗ୍ୟ ବୋଲି ମତ ଦେଲେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಹೆನಿ ಬೊಲಲ್ಲಿ ದೆವಾಚಿ ನಿಂದ್ಯಾ ತುಮಿಚ್ ಆಯಿಕ್ಲ್ಯಾಶಿ, ಅತ್ತಾ ತುಮ್ಚೊ ನಿರ್‍ದಾರ್ ಕಾಯ್?” ಮಟ್ಲ್ಯಾನ್. ತೆಕಾ ಸಗ್ಳ್ಯಾ ಲೊಕಾನಿ ತೊ ಅಪ್ರಾದಿ, ತೆಕಾ ಮರ್‍ನಾಚಿ ಶಿಕ್ಷಾ ಹೊವ್ಕ್ ಪಾಜೆ ಮಟ್ಲ್ಯಾನಿ.