Mark 14:66 — Compare Translations
7 translations compared side by side
Odia - 1840
"ସହେି ସମୟରେ ପିତର ମଧ୍ଯ ଅଗଣା ମଧିଅରେ ଥିଲେ। ପିତରଙ୍କ ପାଖକୁ ମହାୟାଜକଙ୍କର ଜଣେ ଚାକରାଣୀ ଆସିଲା।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଇତିମଧ୍ୟରେ ପିତର ତଳେ ପ୍ରାଙ୍ଗଣରେ ଥିବା ସମୟରେ ମହାଯାଜକଙ୍କର ଜଣେ ଦାସୀ ଆସି ପିତରଙ୍କୁ ନିଆଁ ପୁଆଁଉଥିବା ଦେଖିଲା,
Odia BSI (ପବିତ୍ର ବାଇବଲ (CL) NT (BSI))
ପିତର ପ୍ରଧାନ ପୁରୋହିତଙ୍କ ଗୃହ ପ୍ରାଙ୍ଗଣ ଭିତରେ ଥିବା ସମୟରେ ପ୍ରଧାନ ପୁରୋହିତଙ୍କର ଗୋଟିଏ ଦାସୀ ସେହି ବାଟ ଦେଇ ଗଲା
Odia Bible ERV 2004 (ପବିତ୍ର ବାଇବଲ)
ପିତର ଯୀଶୁଙ୍କୁ ଜାଣିଥିବା କଥା ଅସ୍ୱୀକାର କଲେ ସେହି ସମୟରେ ପିତର ମଧ୍ୟ ଅଗଣା ମଧ୍ୟରେ ଥିଲେ। ପିତରଙ୍କ ପାଖକୁ ମହାଯାଜକଙ୍କର ଜଣେ ଗ୍ଭକରାଣୀ ଆସିଲା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଇତିମଧ୍ୟରେ ପିତର ତଳେ ପ୍ରାଙ୍ଗଣରେ ଥିବା ସମୟରେ ମହାଯାଜକଙ୍କର ଦାସୀ ଆସି ପିତରଙ୍କୁ ନିଆଁ ସେକି ହେଉଥିବାର ଦେଖିଲା,
Odia IRV 2017 (ଓଡିଆ ବାଇବେଲ)
ଇତିମଧ୍ୟରେ ପିତର ତଳେ ପ୍ରାଙ୍ଗଣରେ ଥିବା ସମୟରେ ମହାଯାଜକଙ୍କର ଦାସୀ ଆସି ପିତରଙ୍କୁ ନିଆଁ ସେକି ହେଉଥିବାର ଦେଖିଲା,
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಅತ್ತಾ ಪೆದ್ರು ದಾರಾತ್ ಹೊತ್ತ್ಯಾ ತನ್ನಾ ಮಹಾಯಾಜಕಾಚ್ಯಾ ಘರಾತ್ ಕಾಮ್ ಕರ್ತಲೆ ಎಕ್ ಚೆಡು ಥೈ ಯೆಲೆ.