Mark 14:68 — Compare Translations
7 translations compared side by side
Odia - 1840
"ପିତର କିନ୍ତୁ କହିଲେ ଯେ, ସେ କବେେ ହେଲେ ଯୀଶୁଙ୍କ ସାଙ୍ଗ ରେ ନଥିଲେ। ସେ କହିଲେ, ତୁମ୍ଭେ କାହା ବିଷୟ ରେ କହୁଛ, ସେ ସବୁ ମୁଁ ଜାଣି ପାରୁନି କି ବୁଝି ପାରୁନାହିଁ। ତା'ପରେ ପିତର ସେ ସ୍ଥାନ ଛାଡି ଅଗଣାର ପ୍ରଦେଶ-ଦ୍ବାର ପାଖକୁ ଚାଲିଗଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କିନ୍ତୁ ସେ ଅସ୍ଵୀକାର କରି କହିଲେ, ମୁଁ ତାକୁ ଜାଣେ ନାହିଁ, ଆଉ ତୁମ୍ଭେ କଅଣ କହୁଛ, ମୁଁ ବୁଝୁ ନାହିଁ । ପରେ ସେ ଦାଣ୍ତଦୁଆରକୁ ବାହାରିଗଲେ;
Odia BSI (ପବିତ୍ର ବାଇବଲ (CL) NT (BSI))
ପିତର ନାସ୍ତି କରି କହିଲେ, “ମୁଁ ତାଙ୍କୁ ଜାଣେ ନାହିଁ। ତୁମେ କଅଣ କହୁଛ ମୁଁ ବୁଝି ପାରୁ ନାହିଁ।” ଏହା କହି ସେ ପ୍ରାଙ୍ଗଣର ରାସ୍ତାଆଡ଼କୁ ଚାଲିଗଲେ। ତତ୍କ୍ଷଣାତ୍ କୁକୁଡ଼ା ଡ଼ାକିଲା।
Odia Bible ERV 2004 (ପବିତ୍ର ବାଇବଲ)
ପିତର କିନ୍ତୁ କହିଲେ ଯେ, ସେ କେବେ ହେଲେ ଯୀଶୁଙ୍କ ସାଙ୍ଗରେ ନ ଥିଲେ। ସେ କହିଲେ, “ତୁମ୍ଭେ କାହା ବିଷୟରେ କହୁଛ, ସେ ସବୁ ମୁଁ ଜାଣି ପାରୁନି କି ବୁଝି ପାରୁ ନାହିଁ।” ତା’ପରେ ପିତର ସେ ସ୍ଥାନ ଛାଡ଼ି ଅଗଣାର ପ୍ରଦେଶ ଦ୍ୱାର ପାଖକୁ ଗ୍ଭଲିଗଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
କିନ୍ତୁ ସେ ଅସ୍ୱୀକାର କରି କହିଲେ, ମୁଁ ତାହାକୁ ଜାଣେ ନାହିଁ, ଆଉ ତୁମ୍ଭେ କଅଣ କହୁଅଛ, ମୁଁ ବୁଝୁ ନାହିଁ। ପରେ ସେ ଦାଣ୍ଡଦ୍ୱାରକୁ ବାହାରିଗଲେ;
Odia IRV 2017 (ଓଡିଆ ବାଇବେଲ)
କିନ୍ତୁ ସେ ଅସ୍ୱୀକାର କରି କହିଲେ, ମୁଁ ତାକୁ ଜାଣେ ନାହିଁ, ଆଉ ତୁମ୍ଭେ କଅଣ କହୁଅଛ, ମୁଁ ବୁଝୁ ନାହିଁ । ପରେ ସେ ଦାଣ୍ଡଦ୍ୱାରକୁ ବାହାରିଗଲେ;
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಖರೆ ಪೆದ್ರುನ್ “ಮಾಕಾ ಗೊತ್ತ್ ನಾ,ತಿಯಾ ಕಾಯ್ ಮನುಲೆ, ಮಾಕಾ ಕಾಯ್ಬಿ ಕಳಿನಾ ಹೊಲಾ” ಮನುನ್ ಥೈತ್ನಾ ಉಟುನ್ ವಾಟೆನ್ ಜಾತಾನಾ ಕೊಂಬ್ಯಾನ್ ಭೊಕ್ಲ್ಯಾನ್.