Mark 14:71 — Compare Translations

7 translations compared side by side

Odia - 1840
"ତା'ପରେ ପିତର ଅଭିଶାପ ଦବୋକୁ ଲାଗିଲେ। ସେ ଦୃଢ ଭାବରେ କହିଲେ, ମୁଁ ପରମେଶ୍ବରଙ୍କ ନାମ ରେ ଶପଥ କରି କହୁଛି ଯେ, ତୁମ୍ଭମାନେେ ଯେଉଁ ଲୋକ ବିଷୟ ରେ କହୁଛ, ମୁଁ ତାହାକୁ ଆଦୌ ଜାଣେ ନାହିଁ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କିନ୍ତୁ ସେ ଅଭିଶାପ ଦେଇ ଓ ରାଣ ପକାଇ କହିବାକୁ ଲାଗିଲେ, ତୁମ୍ଭେମାନେ ଯେଉଁ ଲୋକର କଥା କହୁଛ, ମୁଁ ତାକୁ ଜାଣେ ନାହିଁ ।
Odia BSI (ପବିତ୍ର ବାଇବଲ (CL) NT (BSI))
ପିତର ଉତ୍ତର ଦେଲେ, “ମୁଁ ରାଣ ପକାଇ କହୁଛି, ମୋ’ କଥା ସତ। ନୋହିଲେ ଈଶ୍ୱର ମୋତେ ଶାସ୍ତି ଦିଅନ୍ତୁ। ଯାହାଙ୍କ କଥା କହୁଛ, ତାଙ୍କୁ ମୁଁ ମୋଟେ ଜାଣେ ନାହିଁ।”
Odia Bible ERV 2004 (ପବିତ୍ର ବାଇବଲ)
ତା’ପରେ ପିତର ଅଭିଶାପ ଦେବାକୁ ଲାଗିଲେ। ସେ ଦୃଢ଼ ଭାବରେ କହିଲେ, “ମୁଁ ପରମେଶ୍ୱରଙ୍କ ନାମରେ ଶପଥ କରି କହୁଛି ଯେ, ତୁମ୍ଭେମାନେ ଯେଉଁ ଲୋକ ବିଷୟରେ କହୁଛ, ମୁଁ ତାହାକୁ ଆଦୌ ଜାଣେ ନାହିଁ।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
କିନ୍ତୁ ସେ ଅଭିଶାପ ଦେଇ ଓ ଶପଥ କରି କହିବାକୁ ଲାଗିଲେ, ତୁମ୍ଭେମାନେ ଯେଉଁ ଲୋକର କଥା କହୁଅଛ, ମୁଁ ତାହାକୁ ଜାଣେ ନାହିଁ।
Odia IRV 2017 (ଓଡିଆ ବାଇବେଲ)
କିନ୍ତୁ ସେ ଅଭିଶାପ ଦେଇ ଓ ଶପଥ କରି କହିବାକୁ ଲାଗିଲେ, ତୁମ୍ଭେମାନେ ଯେଉଁ ଲୋକର କଥା କହୁଅଛ, ମୁଁ ତାକୁ ଜାଣେ ନାହିଁ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತನ್ನಾ ಪೆದ್ರುನ್ “ಮಿಯಾ ಖರೆಚ್ ಆನ್ ಘಾಲುನ್ ಸಾಂಗ್ತಾ ಖಲ್ಯಾ ಮಾನ್ಸಾಚ್ಯಾ ವಿಶಯಾತ್ ತುಮಿ ಬೊಲುಲ್ಯಾಸಿ ತೊ ಮಾಕಾ ಗೊತ್ತ್ ನಾ, ಮಿಯಾ ಝುಟೆ ಸಾಂಗುಕ್ ಲಾಗ್ಲಾ ಜಾಲ್ಯಾರ್ ದೆವ್ ಮಾಕಾ ಶಿಕ್ಷಾ ದಿಂವ್ದಿ” ಮಟ್ಲ್ಯಾನ್.