Mark 15:16 — Compare Translations
7 translations compared side by side
Odia - 1840
"ସୈନ୍ଯମାନେ ଯୀଶୁଙ୍କୁ ଶାସନକର୍ତ୍ତାଙ୍କ ପ୍ରାସାଦ ଭିତରକୁ ନଇଗେଲେ। ସମାନେେ ଅନ୍ୟ ସମସ୍ତ ସୈନ୍ଯମାନଙ୍କୁ ଏକାଠି ଡାକିଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେଥିରେ ସୈନ୍ୟମାନେ ତାହାଙ୍କୁ ପ୍ରାଙ୍ଗଣ, ଅର୍ଥାତ୍, ପ୍ରାସାଦ ଭିତରକୁ ଘେନିଯାଇ ସମସ୍ତ ସୈନ୍ୟଦଳକୁ ଡାକି ଏକତ୍ର କଲେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ସୈନିକମାନେ ଯୀଶୁଙ୍କୁ ପିଲାତଙ୍କ ପ୍ରାସାଦର ପ୍ରାଙ୍ଗଣକୁ ନେଇଗଲେ। ସେଠାରେ ସୈନିକମାନେ ସମସ୍ତେ ଏକତ୍ର ହେଲେ।
Odia Bible ERV 2004 (ପବିତ୍ର ବାଇବଲ)
ସୈନ୍ୟମାନେ ଯୀଶୁଙ୍କୁ ଶାସନକର୍ତ୍ତାଙ୍କ ପ୍ରାସାଦ ଭିତରକୁ ନେଇଗଲେ। ସେମାନେ ଅନ୍ୟ ସମସ୍ତ ସୈନ୍ୟମାନଙ୍କୁ ଏକାଠି ଡାକିଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେଥିରେ ସୈନ୍ୟମାନେ ତାହାଙ୍କୁ ପ୍ରାଙ୍ଗଣ, ଅର୍ଥାତ୍ ପ୍ରାସାଦ ଭିତରକୁ ଘେନିଯାଇ ସମସ୍ତ ସୈନ୍ୟଦଳକୁ ଡାକି ଏକତ୍ର କଲେ।
Odia IRV 2017 (ଓଡିଆ ବାଇବେଲ)
ସେଥିରେ ସୈନ୍ୟମାନେ ତାହାଙ୍କୁ ପ୍ରାଙ୍ଗଣ, ଅର୍ଥାତ୍ ପ୍ରାସାଦ ଭିତରକୁ ଘେନିଯାଇ ସମସ୍ତ ସୈନ୍ୟଦଳକୁ ଡାକି ଏକତ୍ର କଲେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಪಿಲಾತಾಚ್ಯಾ ಸಯ್ನಿಕಾನಿ ಜೆಜುಕ್ ರಾಜ್ ಭವನಾಚ್ಯಾ ಭುತ್ತುರ್ ಘೆವ್ನ್ ಗೆಲ್ಯಾನಿ. ಮೊಟೆ-ಮೊಟೆ ಅದಿಕಾರಿ ಜಮ್ತಲೊ ಜಾಗೊ ತೊ ಅನಿ ಸಗ್ಳ್ಯಾ ಸಯ್ನಿಕಾಕ್ನಿ ಥೈ ಬಲ್ವುಲ್ಯಾನಿ.