Mark 15:28 — Compare Translations
6 translations compared side by side
Odia - 1840
"ଜଣକୁ ତାହାଙ୍କର ଡାହାଣ ପଟେ ଓ ଆଉ ଜଣଙ୍କୁ ବାମ ପଟେ କୃଶ ବିଦ୍ଧ କରାଗଲା।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
[ସେଥିରେ ଧର୍ମଶାସ୍ତ୍ରର ଏହି ବାକ୍ୟ ସଫଳ ହେଲା, ସେ ଅଧାର୍ମିକମାନଙ୍କ ସହିତ ଗଣିତ ହେଲେ ] ।
Odia BSI (ପବିତ୍ର ବାଇବଲ (CL) NT (BSI))
“ସେ ଅପରାଧୀମାନଙ୍କ ସହିତ ସମଦଶାପନ୍ନ ହେଲେ।” ଶାସ୍ତ୍ରର ଏହି ଭବିଷ୍ୟଦ୍ବାଣୀ ଏହିପରି ସଫଳ ହେଲା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
[ସେଥିରେ ଧର୍ମଶାସ୍ତ୍ରର ଏହି ବାକ୍ୟ ସଫଳ ହେଲା, ସେ ଅଧାର୍ମିକମାନଙ୍କ ସହିତ ଗଣିତ ହେଲେ।]
Odia IRV 2017 (ଓଡିଆ ବାଇବେଲ)
[ସେଥିରେ ଧର୍ମଶାସ୍ତ୍ରର ଏହି ବାକ୍ୟ ସଫଳ ହେଲା, ସେ ଅଧାର୍ମିକମାନଙ୍କ ସହିତ ଗଣିତ ହେଲେ ।]
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಅಶೆ ಪವಿತ್ರ್ ಪುಸ್ತಕಾತ್ ಲಿವಲ್ಲ್ಯಾ ಪರ್ಕಾರ್, “ಚೊರಾಂಚೊ ವಾಂಗ್ಡಿ” ಮನುನ್ ಘೆಟ್ಲ್ಯಾನ್.