Mark 15:29 — Compare Translations

7 translations compared side by side

Odia - 1840
"ଯୀଶୁଙ୍କ ପାଖ ଦଇେ ଚାଲିଯାଉଥିବା ଲୋକେ ତାହାଙ୍କୁ ଅପମାନିତ କରୁଥିିଲେ। ସମାନେେ ମୁଣ୍ଡ ହଲଇେ ହଲଇେ କହୁଥିଲେ, ଆ ରେ ବାଃ, ତୁ ସହେି ଲୋକ, ୟିଏ ମନ୍ଦିରକୁ ଭାଙ୍ଗି ଦଇେ ତିନି ଦିନ ମଧିଅରେ ତାହା ପୁଣି ତିଆରି କରି ଦବେୁ ବୋଲି କହୁଥିଲୁ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେହି ବାଟ ଦେଇ ଯାଉଥିବା ଲୋକମାନେ ଆପଣା ଆପଣା ମୁଣ୍ତ ହଲାଇ ତାହାଙ୍କର ନିନ୍ଦା କରି କହିବାକୁ ଲାଗିଲେ, ବାଃ! ରେ ମନ୍ଦିରଭଗ୍ନକାରୀ ଓ ତିନି ଦିନରେ ତାହା ନିର୍ମାଣକାରୀ;
Odia BSI (ପବିତ୍ର ବାଇବଲ (CL) NT (BSI))
ସେବାଟେ ଯାଉଥିବା ଲୋକମାନେ ମୁଣ୍ଡ ହଲାଇ ଯୀଶୁଙ୍କୁ ଅପମାନ ଦେଇ କହିଲେ, “ଓହୋ! ତୁମେ ପରା ମନ୍ଦିରକୁ ଭାଙ୍ଗି ତିନିଦିନରେ ପୁଣି ତୋଳି ଦେଉଥିଲ।
Odia Bible ERV 2004 (ପବିତ୍ର ବାଇବଲ)
ଯୀଶୁଙ୍କ ପାଖଦେଇ ଗ୍ଭଲିଯାଉଥିବା ଲୋକେ ତାହାଙ୍କୁ ଅପମାନିତ କରୁଥିଲେ। ସେମାନେ ମୁଣ୍ଡ ହଲେଇ ହଲେଇ କହୁଥିଲେ, “ଆରେ ବାଃ, ତୁ ସେହି ଲୋକ, ଯିଏ ମନ୍ଦିରକୁ ଭାଙ୍ଗି ଦେଇ ତିନି ଦିନ ମଧ୍ୟରେ ତାହା ପୁଣି ତିଆରି କରି ଦେବୁ ବୋଲି କହୁଥିଲୁ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେହି ବାଟ ଦେଇ ଯାଉଥିବା ଲୋକମାନେ ଆପଣା ଆପଣା ମୁଣ୍ଡ ହଲାଇ ତାହାଙ୍କର ନିନ୍ଦା କରି କହିବାକୁ ଲାଗିଲେ, ବାଃ! ରେ ମନ୍ଦିର-ଭଗ୍ନକାରୀ ଓ ତିନି ଦିନରେ ତାହା ନିର୍ମାଣକାରୀ,
Odia IRV 2017 (ଓଡିଆ ବାଇବେଲ)
ସେହି ବାଟ ଦେଇ ଯାଉଥିବା ଲୋକମାନେ ଆପଣା ଆପଣା ମୁଣ୍ଡ ହଲାଇ ତାହାଙ୍କର ନିନ୍ଦା କରି କହିବାକୁ ଲାଗିଲେ, ବାଃ! ରେ ମନ୍ଦିରଭଗ୍ନକାରୀ ଓ ତିନି ଦିନରେ ତାହା ନିର୍ମାଣକାରୀ,
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಥೈತ್ನಾ ಹಿಕ್ಡಿ-ತಿಕ್ಡಿ ದಾಟುನ್ ಜಾತಲಿ ಲೊಕಾನಿ ಟಕ್ಲೆ ಹಾಲ್ವುನ್ಗೆತ್ “ತಿಯಾ ದೆವಾಚಿ ಗುಡಿ ಮೊಡುನ್ ತಿನ್ ದಿಸಾತ್ನಿ ಭಾಂದ್ತಾ ಮಟಲ್ಲೆ,