Mark 15:42 — Compare Translations

7 translations compared side by side

Odia - 1840
"ସନ୍ଧ୍ଯା ହାଇଯୋଇଥିଲା। ଏହି ଦିନଟି ଆଯୋଜନ ଦିବସ (ବିଶ୍ରାମ ଦିବସର ପୂର୍ବ ଦିନ) ଥିଲା।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ବେଳ ଗଡ଼ିଆସନ୍ତେ, ସେହି ଦିନ ଆୟୋଜନ ଦିନ, ଅର୍ଥାତ୍, ବିଶ୍ରାମବାରର ପୂର୍ବ ଦିନ ଥିବାରୁ,
Odia BSI (ପବିତ୍ର ବାଇବଲ (CL) NT (BSI))
ସେଦିନ ସନ୍ଧ୍ୟାବେଳେ ଆରମାଥିଆର ଯୋସେଫ ଆସି ପହଞ୍ôଚଲେ। ସେ ମହାସଭାର ଜଣେ ସମ୍ମାନାସ୍ପଦ ସଦସ୍ୟ ଥିଲେ ଏବଂ ଈଶ୍ୱରଙ୍କ ରାଜ୍ୟର ଆଗମନକୁ ଅପେକ୍ଷା କରୁଥିଲେ।
Odia Bible ERV 2004 (ପବିତ୍ର ବାଇବଲ)
ଯୀଶୁଙ୍କୁ ସମାଧି ଦିଆଗଲା ସନ୍ଧ୍ୟା ହୋଇଯାଇଥିଲା। ଏହି ଦିନଟି ଆୟୋଜନ ଦିବସ (ବିଶ୍ରାମ ଦିବସର ପୂର୍ବ ଦିନ) ଥିଲା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ବେଳ ଗଡ଼ିଆସନ୍ତେ ସେହି ଦିନ ଆୟୋଜନ ଦିନ, ଅର୍ଥାତ୍‍ ବିଶ୍ରାମବାରର ପୂର୍ବ ଦିନ ଥିବାରୁ,
Odia IRV 2017 (ଓଡିଆ ବାଇବେଲ)
ବେଳ ଗଡ଼ିଆସନ୍ତେ ସେହି ଦିନ ଆୟୋଜନ ଦିନ, ଅର୍ଥାତ୍ ବିଶ୍ରାମବାରର ପୂର୍ବ ଦିନ ଥିବାରୁ,
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಸಾಂಜ್ ಹೊಂವ್ನ್ಗೆತ್ ಯೆಲ್ಲಿ, ತೊ ಸಾಬ್ಬಾತಾಚ್ಯಾ ದಿಸಾಚೊ ಅದ್ಲೊ ದಿಸ್ ಮಟ್ಲ್ಯಾರ್ ಸಾಬ್ಬಾತಾಚ್ಯಾ ತಯಾರಿಚೊ ದಿಸ್,