Mark 15:47 — Compare Translations
7 translations compared side by side
Odia - 1840
"ମଗ୍ଦଲୀନୀ ମରିୟମ ଓ ୟୋସିଙ୍କ ମାଆ ଯୀଶୁଙ୍କୁ ଯେଉଁଠା ରେ ରଖାଗଲା, ସହେି ସ୍ଥାନଟି ଦେଖିଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତାହାଙ୍କୁ କେଉଁ ସ୍ଥାନରେ ରଖାଗଲା, ତାହା ମଗ୍ଦଲୀନୀ ମରୀୟମ ଓ ଯୋସିଙ୍କ ମାତା ମରୀୟମ ଦେଖିଲେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ମଗଦଲିନୀ ମରିୟମ ଓ ଯୋଶୀଙ୍କ ମାତା ମରିୟମ ସେଠାରେ ଉପସ୍ଥିତ ରହି ଯୀଶୁଙ୍କ ଶରୀର କେଉଁଠି ରଖାଗଲା, ଦେଖିଥିଲେ।
Odia Bible ERV 2004 (ପବିତ୍ର ବାଇବଲ)
ମଗ୍ଦଲୀନୀ ମରିୟମ ଓ ଯୋସିଙ୍କ ମା ଯୀଶୁଙ୍କୁ ଯେଉଁଠାରେ ରଖାଗଲା, ସେହି ସ୍ଥାନଟି ଦେଖିଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତାହାଙ୍କୁ କେଉଁ ସ୍ଥାନରେ ରଖାଗଲା, ତାହା ମଗ୍ଦଲୀନୀ ମରୀୟମ ଓ ଯୋସିଙ୍କ ମାତା ମରୀୟମ ଦେଖିଲେ।
Odia IRV 2017 (ଓଡିଆ ବାଇବେଲ)
ତାହାଙ୍କୁ କେଉଁ ସ୍ଥାନରେ ରଖାଗଲା, ତାହା ମଗ୍ଦଲୀନୀ ମରିୟମ ଓ ଯୋସିଙ୍କ ମାତା ମରିୟମ ଦେଖିଲେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತ್ಯಾ ಎಳಾರ್ ಮರಿ ಮಾಗ್ದೆಲಿನ್ ಅನಿ ಜೊಸೆಚಿ ಬಾಯ್ ಮರಿ ಹೆ ಸಗ್ಳೆ ಬಗುನ್ಗೆತ್ ಹೊತ್ತ್ಯಾನಿ ಅನಿ ಜೆಜುಚೆ ಮಡೆ ಖೈ ಥವಲ್ಲೆ ಹಾಯ್ ಮನುನ್ ತೆನಿ ಬಗುನ್ ಘೆಟ್ಲ್ಯಾನಿ.