Mark 16:3 — Compare Translations

7 translations compared side by side

Odia - 1840
"ସମାନେେ ନିଜ ନିଜ ଭିତ ରେ କୁହା କୁହି ହେଲେ, କବର ମୁହଁକୁ ଗୋଟିଏ ବିରାଟ ପଥର ଦ୍ବାରା ବନ୍ଦ କରି ଦିଆ ହାଇେଛି। ପଥରଟିକୁ ଆମ୍ଭ ପାଇଁ କିଏ ସଠାରୁେ ଗଡଇେ ଦବେ?"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେମାନେ ପରସ୍ପର କୁହାକୋହି ହେଉଥିଲେ, କିଏ ଆମ୍ଭମାନଙ୍କ ପାଇଁ ସମାଧି ଦ୍ଵାରରୁ ପଥରଟା ଗଡ଼ାଇଦେବ? କାରଣ ତାହା ଅତି ବୃହତ ଥିଲା ।
Odia BSI (ପବିତ୍ର ବାଇବଲ (CL) NT (BSI))
ବାଟରେ ସେମାନେ ପରସ୍ପରକୁ କହିଲେ, “କବର ମୁହଁରୁ ଆମ ପାଇଁ ସେ ପଥରଟିକୁ କିଏ ଗଡ଼ାଇ ଦେବ?” (ତାହା ଗୋଟିଏ ପ୍ରକାଣ୍ଡ ପଥର ଥିଲା)
Odia Bible ERV 2004 (ପବିତ୍ର ବାଇବଲ)
ସେମାନେ ନିଜ ନିଜ ଭିତରେ କୁହା କୁହି ହେଲେ, “କବର ମୁହଁକୁ ଗୋଟିଏ ବିରାଟ ପଥର ଦ୍ୱାରା ବନ୍ଦ କରି ଦିଆ ହୋଇଛି। ପଥରଟିକୁ ଆମ୍ଭ ପାଇଁ କିଏ ସେଠାରୁ ଗଡ଼େଇ ଦେବ?”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେମାନେ ପରସ୍ପରକୁ କହୁଥିଲେ, କିଏ ଆମ୍ଭମାନଙ୍କ ପାଇଁ ସମାଧି-ଦ୍ୱାରରୁ ପଥରଟା ଗଡ଼ାଇଦେବ? କାରଣ ତାହା ଅତି ବୃହତ ଥିଲା।
Odia IRV 2017 (ଓଡିଆ ବାଇବେଲ)
ସେମାନେ ପରସ୍ପରକୁ କହୁଥିଲେ, କିଏ ଆମ୍ଭମାନଙ୍କ ପାଇଁ ସମାଧିଦ୍ୱାରରୁ ପଥରଟା ଗଡ଼ାଇଦେବ? କାରଣ ତାହା ଅତି ବୃହତ ଥିଲା ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಅನಿ ಸಮಾದಿಚ್ಯಾ ದಾರಾ ವರ್‍ತಿ ಲಾವಲ್ಲೊ ಗುಂಡೊ ಅಮ್ಕಾ ಕೊನ್ ಕಾಡುನ್ ದಿತ್ಯಾತ್ ಮನುನ್ ಎಕಾಮೆಕಾಕ್ನಿ ಬೊಲುನ್ ಘೆವ್ಲಾಗಲ್ಲ್ಯಾನಿ.