Mark 16:4 — Compare Translations

7 translations compared side by side

Odia - 1840
"ତା'ପରେ ସମାନେେ ସେ ଆଡକୁ ଚାହିଁଲେ। ସମାନେେ ଦେଖିଲେ ଯେ ସହେି ବଡ ପଥରଟି ସଠାରୁେ ଘୁଞ୍ଚା ଯାଇଛି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଏପରି ସମୟରେ ସେମାନେ ଚାହିଁ ଦେଖିଲେ ଯେ, ପଥର ଗଡ଼ାଇ ଦିଆଯାଇଅଛି ।
Odia BSI (ପବିତ୍ର ବାଇବଲ (CL) NT (BSI))
କିନ୍ତୁ ସେମାନେ ଚାହିଁ ଦେଖିଲେ, ପଥରଟି ଗଡ଼ାଇ ଦିଆଯାଇଛି।
Odia Bible ERV 2004 (ପବିତ୍ର ବାଇବଲ)
ତା’ପରେ ସେମାନେ ସେ ଆଡ଼କୁ ଗ୍ଭହିଁଲେ। ସେମାନେ ଦେଖିଲେ ଯେ, ସେହି ବଡ଼ ପଥରଟି ସେଠାରୁ ଘୁଞ୍ଚା ଯାଇଛି।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଏପରି ସମୟରେ ସେମାନେ ଚାହିଁ ଦେଖିଲେ ଯେ, ପଥର ଗଡ଼ାଇ ଦିଆଯାଇଅଛି।
Odia IRV 2017 (ଓଡିଆ ବାଇବେଲ)
ଏପରି ସମୟରେ ସେମାନେ ଚାହିଁ ଦେଖିଲେ ଯେ, ପଥର ଗଡ଼ାଇ ଦିଆଯାଇଅଛି ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತೊ ಗುಂಡೊ ಲೈ ಮೊಟೊ ಹೊತ್ತೊ, ಅಶೆ ಬೊಲುನ್ ತೆನಿ ವೈರ್ ಸಮಾದಿಕ್ಡೆ ಬಗ್ತಾನಾ ಸಮಾದಿಚ್ಯಾ ದಾರಾ ವಯ್ಲೊ ಗುಂಡೊ ಲೊಟುನ್ ಕಡೆಕ್ ಕಾಡಲ್ಲೊ ತೆಂಕಾ ದಿಸ್ಲೊ,