Mark 2:7 — Compare Translations

7 translations compared side by side

Odia - 1840
"ଏ' ଲୋକଟି ଏଭଳି କଥାବାର୍ତ୍ତା କାହିଁକି କରୁଛି? ସେ ପରମେଶ୍ବରଙ୍କ ବିରୁଦ୍ଧ ରେ ନିନ୍ଦା କରୁଅଛି। ପରମେଶ୍ବରଙ୍କ ବ୍ଯତୀତ ପାପ ଗୁଡିକୁ ଅନ୍ୟ କିଏ କ୍ଷମା କରି ପାରିବ?"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଏ ଲୋକ କାହିଁକି ଏପରି କହୁଅଛି? ସେ ଈଶ୍ଵରନିନ୍ଦା କରୁଅଛି; କେବଳ ଜଣଙ୍କ ବିନା, ଅର୍ଥାତ୍ ଈଶ୍ଵରଙ୍କ ବିନା ଆଉ କିଏ ପାପ କ୍ଷମା କରି ପାରେ?
Odia BSI (ପବିତ୍ର ବାଇବଲ (CL) NT (BSI))
“ସେ ଏହି କଥା କହିବାକୁ ସାହସ କରୁଛନ୍ତି କିପରି? ଏହା ଈଶ୍ୱର ନିନ୍ଦା। ଈଶ୍ୱରଙ୍କ ବ୍ୟତୀତ ଅନ୍ୟ କେହି ପାପ କ୍ଷମା କରିପାରେ?”
Odia Bible ERV 2004 (ପବିତ୍ର ବାଇବଲ)
“ଏ’ ଲୋକଟି ଏଭଳି କଥାବାର୍ତ୍ତା କାହିଁକି କରୁଛି? ସେ ପରମେଶ୍ୱରଙ୍କ ବିରୁଦ୍ଧରେ ନିନ୍ଦା କରୁଅଛି। ପରମେଶ୍ୱରଙ୍କ ବ୍ୟତୀତ ପାପ ଗୁଡ଼ିକୁ ଅନ୍ୟ କିଏ କ୍ଷମା କରି ପାରିବ?”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଏ ଲୋକ କାହିଁକି ଏପରି କହୁଅଛି? ସେ ଈଶ୍ବର ନିନ୍ଦା କରୁଅଛି; କେବଳ ଜଣଙ୍କ ବିନା, ଅର୍ଥାତ୍‍ ଈଶ୍ବରଙ୍କ ବିନା ଆଉ କିଏ ପାପ କ୍ଷମା କରିପାରେ?
Odia IRV 2017 (ଓଡିଆ ବାଇବେଲ)
ଏ ଲୋକ କାହିଁକି ଏପରି କହୁଅଛି? ସେ ଈଶ୍ୱର ନିନ୍ଦା କରୁଅଛି; କେବେଳ ଜଣଙ୍କ ବିନା, ଅର୍ଥାତ୍ ଈଶ୍ୱରଙ୍କ ବିନା ଆଉ କିଏ ପାପ କ୍ଷମା କରି ପାରେ?
Odia NTS2024 2024 (ದೆವಾಚಿ ಖರಿ ಖಬರ್)
“ಅರೆ, ಹ್ಯೊ ಮಾನುಸ್ ಅಸೊ ಕಶ್ಯಾಕ್ ಬೊಲುಲಾ, ಹೆ, ದೆವಾಚಿ ನಿಂದ್ಯಾ ಕರ್ಲ್ಯಾ ಸರ್ಕೆ ಹೊಲೆ! ದೆವಾಕ್ ಎಕ್ಲ್ಯಾಕ್ ಸೊಡುನ್, ಕೊನಾಕ್ಬಿ ಕೊನಾಚೆಬಿ ಪಾಪ್ ಮಾಪ್ ಕರುಕ್ ಹೊಯ್ನಾ” ಮನುನ್ ಅಪ್ಲ್ಯಾ ಮನಾತುಚ್ ಯವಜ್ಲ್ಯಾನಿ.