Mark 3:26 — Compare Translations

7 translations compared side by side

Odia - 1840
"ସହେି ଭଳି ଯଦି ଜଣେ ଶୟତାନ ବିଭାଜିତ ହାଇେ ନିଜ ବିରୁଦ୍ଧ ରେ ଲଢଇେ କରେ, ତବେେ ସେ ମଧ୍ଯ ତିଷ୍ଠି ରହି ପାରିବନାହିଁ। ବରଂ ତାହାର ଅନ୍ତ ହାଇଯେିବ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେହିପ୍ରକାରେ, ଶୟତାନ ଯଦି ବିଭକ୍ତ ହୋଇ ଆପଣା ବିରୁଦ୍ଧରେ ଉଠିଲାଣି, ତେବେ ସେ ସ୍ଥିର ହୋଇ ରହି ପାରେ ନାହିଁ, କିନ୍ତୁ ତାହାର ସର୍ବନାଶ ଘଟିଲାଣି ।
Odia BSI (ପବିତ୍ର ବାଇବଲ (CL) NT (BSI))
ସେହିପରି ଯଦି ଶୟତାନର ରାଜ୍ୟ ବିଭକ୍ତ ହୁଏ, ତେବେ ସେହି ରାଜ୍ୟ ତିଷ୍ଠି ପାରିବ ନାହିଁ, ଖଣ୍ଡ ବିଖଣ୍ଡ ହୋଇ ଧ୍ୱଂସ ପାଇଯିବ।
Odia Bible ERV 2004 (ପବିତ୍ର ବାଇବଲ)
ସେହିଭଳି ଯଦି ଜଣେ ଶୟତାନ ବିଭାଜିତ ହୋଇ ନିଜ ବିରୁଦ୍ଧରେ ଲଢ଼େଇ କରେ, ତେବେ ସେ ମଧ୍ୟ ତିଷ୍ଠି ରହି ପାରିବ ନାହିଁ ବରଂ ତାହାର ଅନ୍ତ ହୋଇଯିବ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେହି ପ୍ରକାରେ, ଶୟତାନ ଯଦି ବିଭକ୍ତ ହୋଇ ଆପଣା ବିରୁଦ୍ଧରେ ଉଠିଲାଣି, ତେବେ ସେ ସ୍ଥିର ହୋଇ ରହି ପାରେ ନାହିଁ, କିନ୍ତୁ ତାହାର ସର୍ବନାଶ ଘଟିଲାଣି।
Odia IRV 2017 (ଓଡିଆ ବାଇବେଲ)
ସେହି ପ୍ରକାରେ, ଶୟତାନ ଯଦି ବିଭକ୍ତ ହୋଇ ଆପଣା ବିରୁଦ୍ଧରେ ଉଠିଲାଣି, ତେବେ ସେ ସ୍ଥିର ହୋଇ ରହି ପାରେ ନାହିଁ, କିନ୍ତୁ ତାହାର ସର୍ବନାଶ ଘଟିଲାଣି ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತಸೆಚ್ ಸೈತಾನಾಬಿ ದೊನ್ ತಾಂಡೆ ಕರುನ್ ಘೆವ್ನ್, ಝಗ್ಡುನ್ಗೆತ್ ರ್‍ಹಾಲ್ಯಾರ್, ಸೈತಾನಾಚೊ ರಾಜ್ ಸರುನುಚ್ ಜಾತಾ.