Mark 4:27 — Compare Translations
7 translations compared side by side
Odia - 1840
"ବୀଜରୁ ଅଙ୍କୁର ବାହାରି ଦିନରାତି ବଢିବାକୁ ଲାଗେ। ସହେି ଲୋକ ଦିନ ରେ ଚଇେଁଥାଉ କି ରାତି ରେ ଶାଇେଥାଉ, ସେଥି ରେ କିଛି ଯାଏ ଆ ସେ ନାହିଁ। ତଥାପି ଅଙ୍କୁରଟି ଆପଣା ଛାଁଏ ବଢି ଚାଲୁଥାଏ। ସହେ ଲୋକ ଜାଣିପା ରେ ନାହିଁ ଯେ ଅଙ୍କୁରଟି କିପରି ବଢୁଛି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପୁଣି, ରାତ୍ରିରେ ନିଦ୍ରା ଯାଏ ଓ ଦିବସରେ ଜାଗ୍ରତ ହୁଏ, ଆଉ ବିହନ କିପରି ଅଙ୍କୁରିତ ହୋଇ ବୃଦ୍ଧି ପାଏ, ତାହା ସେ ଜାଣେ ନାହିଁ ।
Odia BSI (ପବିତ୍ର ବାଇବଲ (CL) NT (BSI))
ରାତ୍ରିରେ ନିଦ୍ରା ଯାଏ ଓ ଦିବସରେ ଜାଗ୍ରତ ରହେ, କିନ୍ତୁ ବିହନ ଅଙ୍କୁରିତ ହୋଇ କିପରି ବୃଦ୍ଧି ପାଏ, ତାହା ସେ ଜାଣେ ନାହିଁ।
Odia Bible ERV 2004 (ପବିତ୍ର ବାଇବଲ)
ବୀଜରୁ ଅଙ୍କୁର ବାହାରି ଦିନରାତି ବଢ଼ିବାକୁ ଲାଗେ। ସେହି ଲୋକ ଦିନରେ ଚେଇଁଥାଉ କି ରାତିରେ ଶୋଇଥାଉ, ସେଥିରେ କିଛି ଯାଏ ଆସେ ନାହିଁ। ତଥାପି ଅଙ୍କୁରଟି ଆପଣା ଛାଁଏ ବଢ଼ି ଗ୍ଭଲୁଥାଏ। ସେହ ଲୋକ ଜାଣି ପାରେ ନାହିଁ ଯେ ଅଙ୍କୁରଟି କିପରି ବଢ଼ୁଛି।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପୁଣି, ରାତ୍ରିରେ ନିଦ୍ରା ଯାଏ ଓ ଦିବସରେ ଜାଗ୍ରତ ହୁଏ, ଆଉ ବିହନ କିପରି ଅଙ୍କୁରିତ ହୋଇ ବୃଦ୍ଧି ପାଏ, ତାହା ସେ ଜାଣେ ନାହିଁ।
Odia IRV 2017 (ଓଡିଆ ବାଇବେଲ)
ପୁଣି, ରାତ୍ରିରେ ନିଦ୍ରା ଯାଏ ଓ ଦିବସରେ ଜାଗ୍ରତ ହୁଏ, ଆଉ ବିହନ କିପରି ଅଙ୍କୁରିତ ହୋଇ ବୃଦ୍ଧି ପାଏ, ତାହା ସେ ଜାଣେ ନାହିଁ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತೊ ರಾಚ್ಚೆ ನಿಜ್ತಲೆ, ದಿಸಾಂಚೆ ಉಟ್ತಲೆ ಕರಿತ್ ರ್ಹಾತಾ, ಖರೆ, ತೆ ಭ್ಹಿಂಯ್ ಉಗಾವ್ತಾ, ಅನಿ ವಾಡ್ತಾ, ಅನಿ ಹೆ ಕಶೆ ಹೊತಾ, ಮನುನ್ ತೆಕಾ ಗೊತ್ತ್ ರ್ಹಾಯ್ನಾ.