Mark 4:29 — Compare Translations
7 translations compared side by side
Odia - 1840
"ଯେତବେେଳେ ଶସ୍ଯ ପାଚିଯାଏ, ସେତବେେଳେ ସହେି ଲୋକ ଦାଆ ନଇେ ତାକୁ କାଟେ। କାରଣ ଏହାହିଁ ଅମଳ କରିବାର ଉପୟୁକ୍ତ ସମୟ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କିନ୍ତୁ ଶସ୍ୟ ପାଚିଲାକ୍ଷଣି ଫସଲ ସମୟ ଉପସ୍ଥିତ ହେବାରୁ ସେ ଦାଆ ଲଗାଏ ।
Odia BSI (ପବିତ୍ର ବାଇବଲ (CL) NT (BSI))
ଶସ୍ୟ ପାଚି ଅମଳ ସମୟ ଉପସ୍ଥିତ ହେଲେ, ସେ ଦାଆ ଧରି କାଟେ।”
Odia Bible ERV 2004 (ପବିତ୍ର ବାଇବଲ)
ଯେତେବେଳେ ଶସ୍ୟ ପାଚିଯାଏ, ସେତେବେଳେ ସେହି ଲୋକ ଦାଆ ନେଇ ତାକୁ କାଟେ। କାରଣ ଏହା ହିଁ ଅମଳ କରିବାର ଉପଯୁକ୍ତ ସମୟ।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
କିନ୍ତୁ ଶସ୍ୟ ପାଚିଲାକ୍ଷଣି ଫସଲ ସମୟ ଉପସ୍ଥିତ ହେବାରୁ ସେ ଦାଆ ଲଗାଏ।”
Odia IRV 2017 (ଓଡିଆ ବାଇବେଲ)
କିନ୍ତୁ ଶସ୍ୟ ପାଚିଲାକ୍ଷଣି ଫସଲ ସମୟ ଉପସ୍ଥିତ ହେବାରୁ ସେ ଦାଆ ଲଗାଏ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಖರೆ ಪಿಕ್ಕ್ ಪಿಕುನ್ ಯೆಲ್ಲ್ಯಾ ತನ್ನಾ, ತೆ ಪಿಕ್ಕ್ ಪಿಕುನ್ ಯೆಲಾ ಮನುನ್, ತೊ ಮಾನುಸ್ ಇಳೊ ಘೆವ್ನ್ ಕಾಪ್ತಾ, ಕಶ್ಯಾಕ್ ಮಟ್ಲ್ಯಾರ್, ತನ್ನಾ ಸುಗ್ಗಿಚೊ ಕಾಲ್ ಯೆಲ್ಲೊ ರ್ಹಾತಾ” ಮಟ್ಲ್ಯಾನ್.