Mark 4:30 — Compare Translations
7 translations compared side by side
Odia - 1840
"ସେ ପୁଣି କହିଲେ, ପରମେଶ୍ବରଙ୍କ ରାଜ୍ଯ ସଂପର୍କ ରେ କ'ଣ କହି ମୁଁ ତୁମ୍ଭକୁ ବୁଝାଇବି? ମୁଁ କେଉଁ ଦୃଷ୍ଟାନ୍ତ ମାଧ୍ଯମ ରେ ଏହା ବୁଝାଇବି?"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଯୀଶୁ ପୁଣି କହିଲେ, ଆମ୍ଭେମାନେ କାହା ସାଙ୍ଗରେ ଈଶ୍ଵରଙ୍କ ରାଜ୍ୟର ତୁଳନା କରିବା? କିଅବା କେଉଁ ଦୃଷ୍ଟାନ୍ତରେ ତାହା ବୁଝାଇବା?
Odia BSI (ପବିତ୍ର ବାଇବଲ (CL) NT (BSI))
ଯୀଶୁ ପଚାରିଲେ; “ଈଶ୍ୱରଙ୍କ ରାଜ୍ୟ ସହିତ କାହାର ତୁଳନା କରାଯାଇପାରେ? ତାକୁ ବୁଝାଇବା ପାଇଁ କି ଦୃଷ୍ଟାନ୍ତ ଦେବି?
Odia Bible ERV 2004 (ପବିତ୍ର ବାଇବଲ)
ପରମେଶ୍ୱରଙ୍କ ରାଜ୍ୟ ଏକ ସୋରିଷଦାନା ଭଳି ସେ ପୁଣି କହିଲେ, “ପରମେଶ୍ୱରଙ୍କ ରାଜ୍ୟ ସମ୍ପର୍କରେ କ’ଣ କହି ମୁଁ ତୁମ୍ଭକୁ ବୁଝାଇବି? ମୁଁ କେଉଁ ଦୃଷ୍ଟାନ୍ତ ମାଧ୍ୟମରେ ଏହା ବୁଝେଇବି?
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଯୀଶୁ ପୁଣି, କହିଲେ, “ଆମ୍ଭେମାନେ କାହା ସାଙ୍ଗରେ ଈଶ୍ବରଙ୍କ ରାଜ୍ୟର ତୁଳନା କରିବା? କିଅବା କେଉଁ ଦୃଷ୍ଟାନ୍ତରେ ତାହା ବୁଝାଇବା?
Odia IRV 2017 (ଓଡିଆ ବାଇବେଲ)
ଯୀଶୁ ପୁଣି, କହିଲେ, ଆମ୍ଭେମାନେ କାହା ସାଙ୍ଗରେ ଈଶ୍ୱରଙ୍କ ରାଜ୍ୟର ତୁଳନା କରିବା? କିଅବା କେଉଁ ଦୃଷ୍ଟାନ୍ତରେ ତାହା ବୁଝାଇବା?
Odia NTS2024 2024 (ದೆವಾಚಿ ಖರಿ ಖಬರ್)
“ದೆವಾಚೆ ರಾಜ್ ಮಟ್ಲ್ಯಾರ್, ಅನಿ ಖಚ್ಚ್ಯಾಕ್ ಸಮಾ ಕರುಕ್ ಹೊತಾ?” ಮನುನ್ ಇಚಾರ್ಲ್ಯಾನ್ “ಹೆ, ಸೊಡ್ಸುನ್ ಸಾಂಗುಕ್, ಅಮಿ ಕಲಿ ಕಾನಿ ವಾಪ್ರುಕ್ ಹೊತಾ?