Mark 4:31 — Compare Translations
7 translations compared side by side
Odia - 1840
"ପରମେଶ୍ବରଙ୍କ ରାଜ୍ଯ ଗୋଟିଏ ସୋରି। ଦାନା ଭଳି। ଏହି ସୋରି। ଦାନା, ତୁମ୍ଭେ ଜମି ରେ ବୁଣୁଥିବା ବୀଜଗୁଡିକ ଭିତ ରେ ସବୁଠାରୁ ଛଟେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତାହା ଗୋଟିଏ ସୋରିଷଦାନା ପରି; ଭୂମିରେ ବୁଣାଯିବା ସମୟରେ ତାହା ପୃଥିବୀର ସମସ୍ତ ବୀଜଠାରୁ କ୍ଷୁଦ୍ର,
Odia BSI (ପବିତ୍ର ବାଇବଲ (CL) NT (BSI))
ତାହା ଗୋଟିଏ ସୋରିଷ ପରି। ସୋରିଷ ମଞ୍ଜିଟିଏ ଅତି କ୍ଷୁଦ୍ର ହେଲେ ସୁଦ୍ଧା,
Odia Bible ERV 2004 (ପବିତ୍ର ବାଇବଲ)
ପରମେଶ୍ୱରଙ୍କ ରାଜ୍ୟ ଗୋଟିଏ ସୋରିଷଦାନା ଭଳି। ଏହି ସୋରିଷଦାନା, ତୁମ୍ଭେ ବୁଣୁଥିବା ବୀଜଗୁଡ଼ିକ ଭିତରେ ସବୁଠାରୁ ଛୋଟ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତାହା ଗୋଟିଏ ସୋରିଷ ଦାନା ପରି; ଭୂମିରେ ବୁଣାଯିବା ସମୟରେ ତାହା ପୃଥିବୀର ସମସ୍ତ ବୀଜଠାରୁ କ୍ଷୁଦ୍ର,
Odia IRV 2017 (ଓଡିଆ ବାଇବେଲ)
ତାହା ଗୋଟିଏ ସୋରିଷ ଦାନା ପରି; ଭୂମିରେ ବୁଣାଯିବା ସମୟରେ ତାହା ପୃଥିବୀର ସମସ୍ତ ବୀଜଠାରୁ କ୍ଷୁଦ୍ର,
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಹೆ, ಅಶೆ. ಎಕ್ ಮಾನುಸ್, ಎಕ್ ಸಾಸಾಂವಾಚಿ ಭ್ಹಿಂಯ್ ಘೆತಾ, ಜಗಾತ್ ಎಗ್ದಮ್ ಬಾರಿಕ್ ಭ್ಹಿಂಯ್ ತಿ, ತಿ ಭ್ಹಿಂಯ್, ತೊ ಜಮ್ನಿತ್ ಘಾಲ್ತಾ.