Mark 4:5 — Compare Translations

7 translations compared side by side

Odia - 1840
"ଆଉ କିଛି ବୀଜ ପଥୁରିଆ ଜମି ରେ ପଡିଗଲା। ସେ ଜମି ରେ ୟଥେଷ୍ଟ ମାଟି ନଥିଲା। ୟଥେଷ୍ଟ ମାଚି ନଥିବାରୁ ସେ ବୀଜଗୁଡିକ ଅତି ଶୀଘ୍ର ଗଜା ହାଇଗେଲା।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆଉ କେତେକ ଅଳ୍ପ ମାଟି ଥିବା ପଥୁରିଆ ଭୂଇଁରେ ପଡ଼ିଲା ଏବଂ ବେଶୀ ମାଟି ନ ଥିବାରୁ ଶୀଘ୍ର ଗଜା ହେଲା,
Odia BSI (ପବିତ୍ର ବାଇବଲ (CL) NT (BSI))
“ଆଉ କେତେ ବିହନ ପଥୁରିଆ ଜମିରେ ପଡ଼ିଲା, ସେଠାରେ ଅତି ଅଳ୍ପ ମାଟି ଥିଲା। ସେଠାରେ ମାଟିର ଗଭୀରତା ନ ଥିବାରୁ ଶୀଘ୍ର ବୀଜ ଅଙ୍କୁରିତ ହୋଇଗଲା, କିନ୍ତୁ ଚେର ଭିତରକୁ ଯାଇ ପାରିଲା ନାହିଁ।
Odia Bible ERV 2004 (ପବିତ୍ର ବାଇବଲ)
ଆଉ କିଛି ବୀଜ ପଥୁରିଆ ଜମିରେ ପଡ଼ିଗଲା। ସେ ଜମିରେ ଯଥେଷ୍ଟ ମାଟି ନ ଥିଲା। ଯଥେଷ୍ଟ ମାଟି ନ ଥିବାରୁ ସେ ବୀଜଗୁଡ଼ିକ ଅତି ଶୀଘ୍ର ଗଜା ହୋଇଗଲା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆଉ କେତେକ ଅଳ୍ପ ମାଟି ଥିବା ପଥୁରିଆ ଭୂମିରେ ପଡ଼ିଲା ଏବଂ ବେଶି ମାଟି ନ ଥିବାରୁ ଶୀଘ୍ର ଗଜା ହେଲା,
Odia IRV 2017 (ଓଡିଆ ବାଇବେଲ)
ଆଉ କେତେକ ଅଳ୍ପ ମାଟି ଥିବା ପଥୁରିଆ ଭୂଇଁରେ ପଡ଼ିଲା ଏବଂ ବେଶି ମାଟି ନ ଥିବାରୁ ଶୀଘ୍ର ଗଜା ହେଲା,
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಅನಿ ಉಲ್ಲೆ ಭ್ಹಿಂಯ್, ಗುಂಡ್ಯಾಚೊ ತಳಾಪ್ ಹೊತ್ತ್ಯಾ ಜಿಮ್ನಿರ್ ಪಡ್ಲೆ, ಥೈ ವೈಲ್ಯಾ ವೈರ್, ಉಲ್ಲಿ ಮಾಟಿ ಹೊತ್ತಿ, ತಸೆ ಮನುನ್, ತೆ, ಲಗ್ಗುನಾಚ್ ಉಗ್ವುನ್ ಯೆಲೆ,