Mark 4:7 — Compare Translations
7 translations compared side by side
Odia - 1840
"କିଛି ବୀଜ କଣ୍ଟାବୁଦାଗୁଡିକ ଭିତ ରେ ପଡିଗଲା। କଣ୍ଟାବୁଦାଗୁଡିକ ବଢୁ ଥିଲା, ତେଣୁ କଣ୍ଟାବୁଦା ଗୁଡିକ ଗଛଚାରାଗୁଡିକୁ ଚାପି ଦଲୋ, ତା' ଫଳ ରେ ସଗେୁଡିକ ଭଲ ଭାବରେ ବଢି ପାରିଲାନାହିଁ। ତେଣୁ ସେଥି ରେ ଫଳ ଫଳିଲା ନାହିଁ"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆଉ, କେତେକ କଣ୍ଟାଗଛଗୁଡ଼ାକ ମଧ୍ୟରେ ପଡ଼ିଲା, ପୁଣି କଣ୍ଟାଗଛଗୁଡ଼ିକ ଉଠି ବଡ଼ ହୋଇ ସେଗୁଡ଼ିକୁ ଚାପିପକାଇଲା ଏବଂ କୌଣସି ଫଳ ଫଳିଲା ନାହିଁ ।
Odia BSI (ପବିତ୍ର ବାଇବଲ (CL) NT (BSI))
ଆଉ କେତେ ବିହନ କଣ୍ଟା ବୁଦାରେ ପଡ଼ିଲା। ଏହି କଣ୍ଟାଗଛ ବଢ଼ି ଛୋଟ ଚୋଟ ଚାରା ଗଛଗୁଡ଼ିକ ଉପରେ ମାଡ଼ି ଯିବାରୁ, ସେଥିରେ ଆଉ ଫଳ ଧରିଲା ନାହିଁ।
Odia Bible ERV 2004 (ପବିତ୍ର ବାଇବଲ)
କିଛି ବୀଜ କଣ୍ଟାବୁଦାଗୁଡ଼ିକ ଭିତରେ ପଡ଼ିଗଲା। କଣ୍ଟାବୁଦାଗୁଡ଼ିକ ବଢ଼ୁ ଥିଲା, ତେଣୁ କଣ୍ଟାବୁଦା ଗୁଡ଼ିକ ଗଛଗ୍ଭରାଗୁଡ଼ିକୁ ଗ୍ଭପି ଦେଲା, ତା’ ଫଳରେ ସେଗୁଡ଼ିକ ଭଲ ଭାବରେ ବଢ଼ି ପାରିଲା ନାହିଁ। ତେଣୁ ସେଥିରେ ଫଳ ଫଳିଲା ନାହିଁ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆଉ କେତେକ କଣ୍ଟାଗଛଗୁଡ଼ାକ ମଧ୍ୟରେ ପଡ଼ିଲା, ପୁଣି, କଣ୍ଟାଗଛଗୁଡ଼ାକ ଉଠି ବଡ଼ ହୋଇ ସେଗୁଡ଼ିକୁ ଚାପି ପକାଇଲା ଏବଂ କୌଣସି ଫଳ ଫଳିଲା ନାହିଁ।
Odia IRV 2017 (ଓଡିଆ ବାଇବେଲ)
ଆଉ କେତେକ କଣ୍ଟାଗଛଗୁଡ଼ାକ ମଧ୍ୟରେ ପଡ଼ିଲା, ପୁଣି, କଣ୍ଟାଗଛଗୁଡ଼ାକ ଉଠି ବଡ଼ ହୋଇ ସେଗୁଡ଼ିକୁ ଚାପି ପକାଇଲା ଏବଂ କୌଣସି ଫଳ ଫଳିଲା ନାହିଁ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಅನಿ ಉಲ್ಲೆ ಭ್ಹಿಂಯ್, ಕಾಟ್ಯಾಂಚ್ಯಾ ಝಿಳಿತ್ ಪಡ್ಲೆ, ತೆ ಉಗಾವ್ಲೆ, ಅನಿ ತ್ಯಾ ಕಾಟ್ಯಾಂಚ್ಯಾ ಝಾಡಾಂಚ್ಯಾ ಅಡ್ಚನಿತ್ ಗಾವುನ್, ತೆನಿ ಫಳ್ ದಿವ್ಕ್ ನಾ.