Mark 4:8 — Compare Translations

7 translations compared side by side

Odia - 1840
"କେତକେ ବୀଜ ଭଲ ମାଟି ରେ ପଡିଲା। ସେଥିରୁ ଗଛ ହେଲା। ଗଛ ଭଲ ବଢିଲା ଓ ଫଳ ଫଳିଲା କେତକେ ଗଛ ରେ ତିରିଶଗୁଣ ବା ଷାଠିଏଗୁଣ ବା ଏପରିକି କେତକେ ଗଛ ରେ ଶ ହଗେୁଣ ପର୍ୟ୍ଯନ୍ତ ଫଳ ଫଳିଲା।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପୁଣି, ଅନ୍ୟ କେତେକ ଭଲ ଭୂଇଁରେ ପଡ଼ିଲା, ଆଉ ଗଜା ହୋଇ ବଢ଼ି ଉଠି ତିରିଶ ଗୁଣ, ଷାଠିଏ ଗୁଣ ଓ ଶହେ ଗୁଣ ପର୍ଯ୍ୟନ୍ତ ଫଳ ଫଳିଲା ।
Odia BSI (ପବିତ୍ର ବାଇବଲ (CL) NT (BSI))
କିନ୍ତୁ ଆଉ କେେ ବୀଜ ଭଲ ଜମିରେ ପଡ଼ିଲା। ସେସବୁ ଅଙ୍କୁରିତ ହୋଇ ବଢ଼ିଲା ଓ ଫଳ ଧରିଲା; କେତେ ତିରିଶ ଗୁଣ, କେତେ ଷାଠିଏ ଗୁଣ ଓ କେତେ ଶହେ ଗୁଣ ଫଳିଲା।”
Odia Bible ERV 2004 (ପବିତ୍ର ବାଇବଲ)
କେତେକ ବୀଜ ଭଲ ମାଟିରେ ପଡ଼ିଲା। ସେଥିରୁ ଗଛ ହେଲା। ଗଛ ଭଲ ବଢ଼ିଲା ଓ ଫଳ ଫଳିଲା କେତେକ ଗଛରେ ତିରିଶ୍ ଗୁଣ ବା ଷାଠିଏ ଗୁଣ ଏପରିକି କେତେକ ଗଛରେ ଶହେ ଗୁଣ ପର୍ଯ୍ୟନ୍ତ ଫଳ ଫଳିଲା।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପୁଣି, ଅନ୍ୟ କେତେକ ଭଲ ଭୂମିରେ ପଡ଼ିଲା, ଆଉ ଗଜା ହୋଇ ବଢ଼ି ଉଠି ତିରିଶ ଗୁଣ, ଷାଠିଏ ଗୁଣ ଓ ଶହେ ଗୁଣ ପର୍ଯ୍ୟନ୍ତ ଫଳ ଫଳିଲା।”
Odia IRV 2017 (ଓଡିଆ ବାଇବେଲ)
ପୁଣି, ଅନ୍ୟ କେତେକ ଭଲ ଭୂଇଁରେ ପଡ଼ିଲା, ଆଉ ଗଜା ହୋଇ ବଢ଼ି ଉଠି ତିରିଶି ଗୁଣ, ଷାଠିଏ ଗୁଣ ଓ ଶହେ ଗୁଣ ପର୍ଯ୍ୟନ୍ତ ଫଳ ଫଳିଲା ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಅನಿ ಉಲ್ಲೆ ಭ್ಹಿಂಯ್, ಬರ್‍ಯಾ ಮಾಟಿತ್ ಪಡ್ಲೆ, ತೆ ಉಗಾವ್ಲೆ, ಝಾಡಾ ಮೊಟಿ ಹೊವ್ನ್ ಫಳ್ ದಿಲ್ಯಾನಿ; ಉಲ್ಲ್ಯಾನ್ ತಿಸ್ ದಾನೆ, ಉಲ್ಲ್ಯಾನಿ ಸಾಟ್, ಅನಿ ಉಲ್ಲ್ಯಾನ್ ಸೆಂಬರಾಕ್ ಸೆಂಬರ್.