Mark 5:18 — Compare Translations
7 translations compared side by side
Odia - 1840
"ଯୀଶୁ ଡଙ୍ଗା ରେ ବସି ଚାଲି ୟିବାକୁ ପ୍ରସ୍ତୁତ ହେଲେ। ୟିଏ ପୂର୍ବରୁ ଦୁଷ୍ଟାତ୍ମା ଦ୍ବାରା ଆକ୍ରାନ୍ତ ହାଇେଥିଲା, ସେ ଯୀଶୁଙ୍କ ସହିତ ୟିବାକୁ ତାହାଙ୍କୁ ଅନୁ ରୋଧ କଲା।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପରେ ସେ ନୌକାରେ ଚଢ଼ିବା ସମୟରେ, ଯେଉଁ ଲୋକକୁ ପୂର୍ବରେ ଭୂତ ଲାଗିଥିଲା, ସେ ତାହାଙ୍କ ସାଙ୍ଗରେ ରହିବା ନିମନ୍ତେ ଥରକୁ ଥର ବିନତି କଲା ।
Odia BSI (ପବିତ୍ର ବାଇବଲ (CL) NT (BSI))
ଯୀଶୁ ନୌକାରେ ଚଢ଼ିବାକୁ ଗଲାବେଳେ ଭୂତମାନଙ୍କ କବଳରୁ ରକ୍ଷା ପାଇଥିବା ଲୋକଟି ତାଙ୍କ ସହିତ ଯିବା ପାଇଁ ଅନୁମତି ମାଗିଲା।
Odia Bible ERV 2004 (ପବିତ୍ର ବାଇବଲ)
ଯୀଶୁ ଡଙ୍ଗାରେ ବସି ଗ୍ଭଲି ଯିବାକୁ ପ୍ରସ୍ତୁତ ହେଲେ। ଯିଏ ପୂର୍ବରୁ ଦୁଷ୍ଟାତ୍ମା ଦ୍ୱାରା ଆକ୍ରାନ୍ତ ହୋଇଥିଲା, ସେ ଯୀଶୁଙ୍କ ସହିତ ଯିବାକୁ ତାହାଙ୍କୁ ଅନୁରୋଧ କଲା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପରେ ସେ ନୌକାରେ ଚଢ଼ିବା ସମୟରେ, ଯେଉଁ ଲୋକକୁ ପୂର୍ବରେ ଭୂତ ଲାଗିଥିଲା, ସେ ତାହାଙ୍କ ସାଙ୍ଗରେ ରହିବା ନିମନ୍ତେ ଥରକୁଥର ବିନତି କଲା।
Odia IRV 2017 (ଓଡିଆ ବାଇବେଲ)
ପରେ ସେ ନୌକାରେ ଚଢ଼ିବା ସମୟରେ, ଯେଉଁ ଲୋକକୁ ପୁର୍ବରେ ଭୂତ ଲାଗିଥିଲା, ସେ ତାହାଙ୍କ ସାଙ୍ଗରେ ରହିବା ନିମନ୍ତେ ଥରକୁଥର ବିନତି କଲା ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಜೆಜು ಢೊನಿತ್ ಚಡ್ತಾನಾ, ಗಿರೆ ಸುಟುನ್ ಬರೊ ಹೊಲ್ಲೊ ಮಾನುಸ್, ಜೆಜುಕ್ “ಮಿಯಾ ತುಜ್ಯಾ ವಾಂಗ್ಡಾ ಯೆತಾ” ಮನುನ್ ಮಾಗುಲಾಲೊ.