Mark 5:24 — Compare Translations

7 translations compared side by side

Odia - 1840
"ଯୀଶୁ ଯାଈରସଙ୍କ ସାଥୀ ରେ ବାହାରିଲେ। ଅନକେ ଲୋକ ଯୀଶୁଙ୍କ ପେଛ ପେଛ ଗଲେ। ଭିଡ ହାଇେଥିବା ୟୋଗୁ ଲୋକେ ଯୀଶୁଙ୍କ ଆଡକୁ ମାଡି ଆସୁ ଥିଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଏଥିରେ ସେ ତାହାଙ୍କ ସାଙ୍ଗରେ ଗଲେ, ପୁଣି ବହୁତ ସଂଖ୍ୟକ ଲୋକ ତାହାଙ୍କ ପଛେ ପଛେ ଯିବାକୁ ଲାଗିଲେ, ଆଉ ସେମାନେ ତାହାଙ୍କ ଉପରେ ମାଡ଼ିପଡ଼ୁଥିଲେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ଯୀଶୁ ତାଙ୍କ ସହିତ ଯାଉଥିଲେ ଯେ ତାଙ୍କ ଉପରେ ସେମାନେ ଚାରିଆଡ଼ୁ ମାଡ଼ି ପଡ଼ୁଥିଲେ।
Odia Bible ERV 2004 (ପବିତ୍ର ବାଇବଲ)
ଯୀଶୁ ଯାଈରସଙ୍କ ସାଥୀରେ ବାହାରିଲେ। ଅନେକ ଲୋକ ଯୀଶୁଙ୍କ ପଛେ ପଛେ ଗଲେ। ଭିଡ଼ ହୋଇଥିବା ଯୋଗୁଁ ଲୋକେ ଯୀଶୁଙ୍କ ଆଡ଼କୁ ମାଡ଼ି ଆସୁ ଥିଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଏଥିରେ ସେ ତାହାଙ୍କ ସାଙ୍ଗରେ ଗଲେ, ପୁଣି, ବହୁସଂଖ୍ୟକ ଲୋକ ତାହାଙ୍କ ପଛେ ପଛେ ଯିବାକୁ ଲାଗିଲେ, ଆଉ ସେମାନେ ତାହାଙ୍କ ଉପରେ ମାଡ଼ିପଡ଼ୁଥିଲେ।
Odia IRV 2017 (ଓଡିଆ ବାଇବେଲ)
ଏଥିରେ ସେ ତାହାଙ୍କ ସାଙ୍ଗରେ ଗଲେ, ପୁଣି, ବହୁସଂଖ୍ୟକ ଲୋକ ତାହାଙ୍କ ପଛେ ପଛେ ଯିବାକୁ ଲାଗିଲେ, ଆଉ ସେମାନେ ତାହାଙ୍କ ଉପରେ ମାଡ଼ିପଡ଼ୁଥିଲେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಜೆಜು ತೆಚ್ಯಾ ವಾಂಗ್ಡಾ ಗೆಲೊ, ಸುಮಾರ್ ಲೊಕಾ, ತೆಚ್ಯಾ ವಾಂಗ್ಡಾ ಜಾವ್‍ಲಾಗಲ್ಲಿ. ಅನಿ ತೆಚ್ಯಾ ಭೊತ್ಯಾನಿ ಹೊತ್ತಿ.