Mark 5:28 — Compare Translations

7 translations compared side by side

Odia - 1840
"ସେ ମନମେନେ ହୁଥିଲା, ଯଦି ମୁଁ ଖାଲି ଟିକିଏ ତାହାଙ୍କ ବସ୍ତ୍ର ଛୁଁଇ ପାରିବି ତବେେ ଭଲ ହଇୟିବେି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କେବଳ ତାହାଙ୍କ ଲୁଗା ଛୁଇଁଲେ ମୁଁ ସୁସ୍ଥ ହେବି ।
Odia BSI (ପବିତ୍ର ବାଇବଲ (CL) NT (BSI))
ପଛକୁ ଆସି ଭାବୁଥିଲା, “ମୁଁ ଯଦି ତାଙ୍କ ବସ୍ତ୍ରକୁ ଟିକିଏ ଛୁଇଁ ଦେବି, ତେବେ ମୁଁ ସୁସ୍ଥ ହୋଇଯିବି।”
Odia Bible ERV 2004 (ପବିତ୍ର ବାଇବଲ)
ସେ ମନେ ମନେ କହୁଥିଲା, “ଯଦି ମୁଁ ଖାଲି ଟିକିଏ ତାହାଙ୍କ ବସ୍ତ୍ର ଛୁଁଇ ପାରିବି ତେବେ ଭଲ ହୋଇଯିବି।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
କାରଣ ସେ କହୁଥିଲା, କେବଳ ତାହାଙ୍କ ଲୁଗା ଛୁଇଁଲେ ମୁଁ ସୁସ୍ଥ ହେବି।
Odia IRV 2017 (ଓଡିଆ ବାଇବେଲ)
କାରଣ ସେ କହୁଥିଲା, କେବଳ ତାହାଙ୍କ ଲୁଗା ଛୁଇଁଲେ ମୁଁ ସୁସ୍ଥ ହେବି ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಅನಿ ತೆನಿ, “ಮಿಯಾ ಜೆಜುಚ್ಯಾ ಫಾಳಿಯಾಕ್ನಿ ಹಾತ್‍ಲಾವ್ಲೊ ತರ್, ಮಿಯಾ ಹ್ಯಾ ರೊಗಾತ್ನಾ ಬರಿ ಹೊತಾ” ಮನುನ್ ಯವಜ್ಲಿನ್.