Mark 5:3 — Compare Translations

7 translations compared side by side

Odia - 1840
"ସେ ଲୋକଟି କବର ମଧିଅରେ ରହୁଥିଲା। ତାହାକୁ କହେି ହେଲେ ବାନ୍ଧି ପାରୁ ନଥିଲେ। ଏପରିକି ଶିକୁଳି ରେ ମଧ୍ଯ ତାକୁ ବାନ୍ଧି ପାରୁ ନଥିଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେ ସମାଧି-ସ୍ଥାନରେ ବାସ କରୁଥିଲା, ପୁଣି କେହି ତାହାକୁ ଜଞ୍ଜିରରେ ସୁଦ୍ଧା ଆଉ ବାନ୍ଧି ପାରୁ ନ ଥିଲେ,
Odia BSI (ପବିତ୍ର ବାଇବଲ (CL) NT (BSI))
ସେ କବର ସ୍ଥାନମାନଙ୍କରେ ରହୁଥିଲା। କେହି ତାକୁ ଶିକୁଳିରେ ସୁଦ୍ଧା ବାନ୍ଧି ପାରୁ ନ ଥିଲେ।
Odia Bible ERV 2004 (ପବିତ୍ର ବାଇବଲ)
ସେ ଲୋକଟି କବର ମଧ୍ୟରେ ରହୁଥିଲା। ତାହାକୁ କେହି ହେଲେ ବାନ୍ଧି ପାରୁ ନ ଥିଲେ। ଏପରିକି ଶିକୁଳିରେ ମଧ୍ୟ ତାକୁ ବାନ୍ଧି ପାରୁ ନ ଥିଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେ ସମାଧି-ସ୍ଥାନରେ ବାସ କରୁଥିଲା, ପୁଣି, କେହି ତାହାକୁ ଜଞ୍ଜିରରେ ସୁଦ୍ଧା ଆଉ ବାନ୍ଧି ପାରୁ ନ ଥିଲେ,
Odia IRV 2017 (ଓଡିଆ ବାଇବେଲ)
ସେ ସମାଧି ସ୍ଥାନରେ ବାସ କରୁଥିଲା, ପୁଣି, କେହି ତାହାକୁ ଜଞ୍ଜିରରେ ସୁଦ୍ଧା ଆଉ ବାନ୍ଧି ପାରୁ ନ ଥିଲେ,
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತೊ, ತ್ಯಾ ಮಸಂಕಿತುಚ್ ರ್‍ಹಾಯ್, ತೆಕಾ ಸರ್‍ಪೊಳ್ಯಾನಿ ಭಾಂದುನ್ ಘಾಲುಕ್ ಕೊನಾಚ್ಯಾನ್‍ಬಿ ಹೊಯ್ನಶಿ.