Mark 5:31 — Compare Translations

7 translations compared side by side

Odia - 1840
"ଶିଷ୍ଯମାନେ ଯୀଶୁଙ୍କୁ କହିଲେ, ଏଠା ରେ ତ ଅନକେ ଲୋକ ଆପଣଙ୍କ ଆଡକୁ ଠଲେି ହାଇେ ଯାଉଛନ୍ତି। ପୁଣି ଆପଣ ପଗ୍ଭରୁଛନ୍ତି, ମାେତେ କିଏ ଛୁଇଁଲା?"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତାହାଙ୍କ ଶିଷ୍ୟମାନେ ତାହାଙ୍କୁ କହିଲେ, ଆପଣ ଦେଖୁଅଛନ୍ତି ଯେ, ଲୋକସମୂହ ଆପଣଙ୍କ ଉପରେ ମାଡ଼ିପଡ଼ୁଅଛନ୍ତି, ଆଉ ଆପଣ କହୁଅଛନ୍ତି, କିଏ ମୋତେ ଛୁଇଁଲା?
Odia BSI (ପବିତ୍ର ବାଇବଲ (CL) NT (BSI))
ତାଙ୍କ ଶିଷ୍ୟମାନେ ଉତ୍ତର ଦେଲେ, “ଆପଣ ତ ଦେଖୁଛନ୍ତି, କେମିତି ଆପଣଙ୍କ ଚାରିପାଖେ ଲୋକ ଭିଡ଼ ହୋଇଛି। ଆପଣଙ୍କୁ କିଏ ଛୁଇଁଲା ବୋଲି ପଚାରୁଛନ୍ତି କାହିଁକି?”
Odia Bible ERV 2004 (ପବିତ୍ର ବାଇବଲ)
ଶିଷ୍ୟମାନେ ଯୀଶୁଙ୍କୁ କହିଲେ, “ଏଠାରେ ତ ଅନେକ ଲୋକ ଆପଣଙ୍କ ଆଡ଼କୁ ଠେଲି ହୋଇ ଯାଉଛନ୍ତି। ପୁଣି ଆପଣ ପଗ୍ଭରୁଛନ୍ତି, “ମୋତେ କିଏ ଛୁଇଁଲା?”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତାହାଙ୍କ ଶିଷ୍ୟମାନେ ତାହାଙ୍କୁ କହିଲେ, ଆପଣ ଦେଖୁଅଛନ୍ତି ଯେ, ଲୋକସମୂହ ଆପଣଙ୍କ ଉପରେ ମାଡ଼ିପଡ଼ୁଅଛନ୍ତି, ଆଉ ଆପଣ କହୁଅଛନ୍ତି, “କିଏ ମୋତେ ଛୁଇଁଲା?”
Odia IRV 2017 (ଓଡିଆ ବାଇବେଲ)
ତାହାଙ୍କ ଶିଷ୍ୟମାନେ ତାହାଙ୍କୁ କହିଲେ, ଆପଣ ଦେଖୁଅଛନ୍ତି ଯେ, ଲୋକସମୂହ ଆପଣଙ୍କ ଉପରେ ମାଡ଼ିପଡ଼ୁଅଛନ୍ତି, ଆଉ ଆପଣ କହୁଅଛନ୍ତି, କିଏ ମୋତେ ଛୁଇଁଲା?
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತನ್ನಾ ಶಿಸಾನಿ, “ಸಗ್ಳಿ ಲೊಕಾ ತುಜ್ಯಾ ಆಂಗಾರ್ ಯೆವ್ನ್ ಪಡುಲ್ಯಾತ್, ಅನಿ ತುಕಾ ಕೊನ್ ಹಾತ್‍ಲಾವ್ಲ್ಯಾನಿ ಮನುನ್, ಇಚಾರುಲೆ ಅನಿ?” ಮನುನ್ ಸಾಂಗಟ್ಲ್ಯಾನಿ.