Mark 5:40 — Compare Translations
7 translations compared side by side
Odia - 1840
"ଏହା ଶୁଣି ସବୁ ଲୋକ ଯୀଶୁଙ୍କୁ ପରିହାସ କଲେ। କିନ୍ତୁ ସେ ସମସ୍ତଙ୍କୁ ଘରର ବାହାରକୁ ପଠଇେ ଦେଲେ। କବଳେ ପିଲାଟିର ବାପା-ମାଆ ଓ ତାହାଙ୍କ ସହିତ ଆସିଥିବା ଶିଷ୍ଯମାନଙ୍କୁ ସାଙ୍ଗ ରେ ନଇେ ପିଲାଟି ଯେଉଁ କଠାେରୀ ରେ ଥିଲା, ସହେି କଠାେରୀକୁ ଗଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କିନ୍ତୁ ସେ ସମସ୍ତଙ୍କୁ ବାହାର କରି ପିଲାର ବାପା ମାଆ ଓ ଆପଣା ସଙ୍ଗୀମାନଙ୍କୁ ସାଙ୍ଗରେ ଘେନି, ପିଲାଟି ଯେଉଁ ସ୍ଥାନରେ ଥିଲା, ସେହି ସ୍ଥାନରେ ପ୍ରବେଶ କଲେ,
Odia BSI (ପବିତ୍ର ବାଇବଲ (CL) NT (BSI))
ସେମାନେ ତାଙ୍କୁ ବିଦ୍ରୁପ କରି ହସିଲେ। ଯୀଶୁ ସମସ୍ତଙ୍କୁ ବାହାର କରିଦେଲେ ଏବଂ କେବଳ ନିଜର ତିନି ଶିଷ୍ୟ ଓ ପିଲାଟିର ବାପାମାଆଙ୍କୁ ନେଇ ତା’ର ଶୋଇଥିବା କୋଠରୀକୁ ଗଲେ।
Odia Bible ERV 2004 (ପବିତ୍ର ବାଇବଲ)
ଏହା ଶୁଣି ସବୁ ଲୋକ ଯୀଶୁଙ୍କୁ ପରିହାସ କଲେ। କିନ୍ତୁ ସେ ସମସ୍ତଙ୍କୁ ଘରର ବାହାରକୁ ପଠେଇ ଦେଲେ। କେବଳ ପିଲାଟିର ବାପାମା ଓ ତାହାଙ୍କ ସହିତ ଆସିଥିବା ଶିଷ୍ୟମାନଙ୍କୁ ସାଙ୍ଗରେ ନେଇ ପିଲାଟି ଯେଉଁ କୋଠରିରେ ଥିଲା, ସେହି କୋଠରିକୁ ଗଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
କିନ୍ତୁ ସେ ସମସ୍ତଙ୍କୁ ବାହାର କରି ପିଲାର ବାପା ମାଆ ଓ ଆପଣା ସଙ୍ଗୀମାନଙ୍କୁ ସାଙ୍ଗରେ ଘେନି, ପିଲାଟି ଯେଉଁ ସ୍ଥାନରେ ଥିଲା, ସେହି ସ୍ଥାନରେ ପ୍ରବେଶ କଲେ,
Odia IRV 2017 (ଓଡିଆ ବାଇବେଲ)
କିନ୍ତୁ ସେ ସମସ୍ତଙ୍କୁ ବାହାର କରି ପିଲାର ବାପା ମା ଓ ଆପଣା ସଙ୍ଗୀମାନଙ୍କୁ ସାଙ୍ଗରେ ଘେନି, ପିଲାଟି ଯେଉଁ ସ୍ଥାନରେ ଥିଲା, ସେହି ସ୍ଥାନରେ ପ୍ରବେଶ କଲେ,
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಜೆಜು ಅಶೆ ಸಾಂಗ್ತಲೆ ಆಯ್ಕುನ್; ಲೊಕಾ ಜೆಜುಕ್ ಬಗುನ್ ಹಾಸುಕ್ ಲಾಗ್ಲಿ. ಜೆಜುನ್ ಥೈ ಹೊತ್ತ್ಯಾ ಸಗ್ಳ್ಯಾ ಲೊಕಾಕ್ನಿ ಭಾಯ್ರ್ ಧಾಡ್ಲ್ಲ್ಯಾನ್ ಅನಿ ತ್ಯಾ ಚೆಡ್ವಾಚ್ಯಾ ಬಾಯ್-ಬಾಬಾಕ್ ಅನಿ ಅಪ್ಲ್ಯಾ ಶಿಸಾಕ್ನಿ ಘೆವ್ನ್, ತ್ಯಾ ಚೆಡ್ವಾಕ್ ನಿಜ್ವಲ್ಲ್ಯಾ ಖೊಲಿತ್ ಗೆಲೊ.