Mark 5:42 — Compare Translations
7 translations compared side by side
Odia - 1840
"ତା'ର ବାପା-ମାଆ ଓ ଶିଷ୍ଯମାନେ ଅତ୍ଯନ୍ତ ଆଶ୍ଚର୍ୟ୍ଯ ହାଇଗେଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେହିକ୍ଷଣି ବାଳିକାଟି ଉଠି ବୁଲାବୁଲି କରିବାକୁ ଲାଗିଲା; କାରଣ ତାହାର ବୟସ ବାର ବର୍ଷ ଥିଲା । ଏଥିରେ ସେମାନେ ଅତିଶୟ ଆଚମ୍ଵିତ ହୋଇଗଲେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ପିଲାଟି ତତ୍କ୍ଷଣାତ୍ ଉଠିପଡ଼ି ଚଲାବୁଲା କରିବାକୁ ଲାଗିଲା। (ସେତେବେଳେ ତା’ର ବୟସ ପ୍ରାୟ ବାର ବର୍ଷ)। ଏ ଘଟଣାରେ ସମସ୍ତେ ଆଚମ୍ବିତ ହୋଇଗଲେ।
Odia Bible ERV 2004 (ପବିତ୍ର ବାଇବଲ)
ତା’ର ବାପାମା ଓ ଶିଷ୍ୟମାନେ ଅତ୍ୟନ୍ତ ଆଶ୍ଚର୍ଯ୍ୟ ହୋଇଗଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେହିକ୍ଷଣି ବାଳିକାଟି ଉଠି ବୁଲାବୁଲି କରିବାକୁ ଲାଗିଲା; କାରଣ ତାହାର ବୟସ ବାର ବର୍ଷ ଥିଲା। ଏଥିରେ ସେମାନେ ଅତିଶୟ ଆଚମ୍ଭିତ ହୋଇଗଲେ।
Odia IRV 2017 (ଓଡିଆ ବାଇବେଲ)
ସେହିକ୍ଷଣି ବାଳିକାଟି ଉଠି ବୁଲାବୁଲି କରିବାକୁ ଲାଗିଲା; କାରଣ ତାହାର ବୟସ ବାର ବର୍ଷ ଥିଲା । ଏଥିରେ ସେମାନେ ଅତିଶୟ ଆଚମ୍ବିତ ହୋଇଗଲେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತನ್ನಾ ತೆ ಚೆಡು ಉಟ್ಲೆ ಅನಿ ಫಿರುನ್-ಖೆಳುಕ್ ಲಾಗ್ಲೆ ಬಾರಾ ವರ್ಸಾಚೆ ಚೆಡು ಹೊತ್ತೆ ತೆ. ಹೆ ಬಗುನ್ ತೆನಿ ಅಜಾಪ್ ಹೊಲೆ.