Mark 5:8 — Compare Translations
6 translations compared side by side
Odia - 1840
"ଯୀଶୁ ଏପରି କରିବା ଦ୍ବାରା ସହେି ଲୋକ ବଡ ପାଟି ରେ ଚିତ୍କାର କରି କହିଲା, ସବୁଠାରୁ ମହାନ ପରମେଶ୍ବରଙ୍କ ପୁତ୍ର ହେ ଯୀଶୁ, ତୁମ୍ଭେ ମାେ ଠାରୁ କ'ଣ ଚାହୁଁଛ? ତୁମ୍ଭକୁ ମୁଁ ଅନୁରୋଧ କରୁଛି, ତୁମ୍ଭେ ମାେତେ ହଇରାଣ କରନାହିଁ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କାରଣ ଯୀଶୁ ତାହାକୁ କହିବାକୁ ଯାଉଥିଲେ, ଆରେ ଅଶୁଚି ଆତ୍ମା, ଏହି ଲୋକଠାରୁ ବାହାରିଯା ।
Odia BSI (ପବିତ୍ର ବାଇବଲ (CL) NT (BSI))
(ସେ ଏକଥା କହିଲା, କାରଣ ସେତେବେଳେ ତା’ଠାରେ ଥିବା ଭୂତମାନଙ୍କୁ ବାହାରି ଯିବା ପାଇଁ ଯୀଶୁ ଆଦେଶ ଦେଉଥିଲେ।)
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
କାରଣ ଯୀଶୁ ତାହାକୁ କହିବାକୁ ଯାଉଥିଲେ, “ରେ ଅଶୁଚି ଆତ୍ମା, ଏହି ଲୋକଠାରୁ ବାହାରିଯା।”
Odia IRV 2017 (ଓଡିଆ ବାଇବେଲ)
କାରଣ ଯୀଶୁ ତାହାକୁ କହିବାକୁ ଯାଉଥିଲେ, ରେ ଅଶୁଚି ଆତ୍ମା, ଏହି ଲୋକଠାରୁ ବାହାରିଯା ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಕಶ್ಯಾಕ್ ಮಟ್ಲ್ಯಾರ್ “ಗಿರೊ! ಹ್ಯಾ ಮಾನ್ಸಾತ್ನಾ ಭಾಯ್ರ್ ಪಡ್” ಮನುನ್, ಜೆಜುನ್ ತೆಕಾ ಮಟ್ಲ್ಯಾನ್, ತಸೆ ಮನುನ್, ತೆನಿ ಅಶೆ ಮಟ್ಲ್ಯಾನ್.