Mark 6:27 — Compare Translations

7 translations compared side by side

Odia - 1840
"ଏଣୁ ରାଜା ଯୋହନଙ୍କ ମୁଣ୍ଡ ନଇେ ଆସିବାକୁ ଆଜ୍ଞା ଦଇେ ତୁରନ୍ତ ଜଣେ ସୈନ୍ଯକୁ ପଠାଇଲେ। ସେ ଯାଇ କାରାଗାର ରେ ଯୋହନଙ୍କ ମୁଣ୍ଡ କାଟି ଦଲୋ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଏଣୁ ରାଜା ସେହିକ୍ଷଣି ଜଣେ ସୈନ୍ୟ ପଠାଇ ତାଙ୍କର ମସ୍ତକ ଆଣିବା ନିମନ୍ତେ ଆଜ୍ଞା ଦେଲେ । ସେଥିରେ ସେ ଯାଇ ବନ୍ଦୀଶାଳାରେ ତାଙ୍କ ମସ୍ତକ ଛେଦନ କଲା,
Odia BSI (ପବିତ୍ର ବାଇବଲ (CL) NT (BSI))
ତେଣୁ ଯୋହନଙ୍କ ମୁଣ୍ଡ କାଟି ଆଣିବା ପାଇଁ ସେ ସଙ୍ଗେ ସଙ୍ଗେ ପ୍ରହରୀକୁ ପଠାଇଥିଲେ।
Odia Bible ERV 2004 (ପବିତ୍ର ବାଇବଲ)
ଏଣୁ ରାଜା ଯୋହନଙ୍କ ମୁଣ୍ଡ ନେଇ ଆସିବାକୁ ଆଜ୍ଞା ଦେଇ ତୁରନ୍ତ ଜଣେ ସୈନ୍ୟକୁ ପଠାଇଲେ। ସେ ଯାଇ କାରାଗାରରେ ଯୋହନଙ୍କ ମୁଣ୍ଡ କାଟିଦେଲା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଏଣୁ ରାଜା ସେହିକ୍ଷଣି ଜଣେ ସୈନ୍ୟ ପଠାଇ ତାହାଙ୍କର ମସ୍ତକ ଆଣିବା ନିମନ୍ତେ ଆଜ୍ଞା ଦେଲେ। ସେଥିରେ ସେ ଯାଇ ବନ୍ଦୀଶାଳାରେ ତାହାଙ୍କ ମସ୍ତକ ଛେଦନ କଲା,
Odia IRV 2017 (ଓଡିଆ ବାଇବେଲ)
ଏଣୁ ରାଜା ସେହିକ୍ଷଣି ଜଣେ ସୈନ୍ୟ ପଠାଇ ତାହାଙ୍କର ମସ୍ତକ ଆଣିବା ନିମନ୍ତେ ଆଜ୍ଞା ଦେଲେ । ସେଥିରେ ସେ ଯାଇ ବନ୍ଦୀଶାଳାରେ ତାହାଙ୍କ ମସ୍ତକ ଛେଦନ କଲା,
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತೆಚೆ ಸಾಟ್ನಿ ತೆನಿ “ಜುವಾಂವಾಚೆ ಟಕ್ಲೆ ಎಕ್ ಅಯ್ದಾನಾತ್ನಾ ತಿಕಾ ಹಾನುನ್ ದಿ” ಮನುನ್ ಅಪ್ಲ್ಯಾ ಸೈನಿಕಾಕ್ ಸಾಂಗ್ಲ್ಯಾನ್. ತನ್ನಾ ತ್ಯಾ ಸೈನಿಕಾನ್ ಜಾವ್ನ್ ಜುವಾಂವಾಚೊ ಚಂಡ್ ತೊಡ್ಲ್ಯಾನ್.