Mark 6:29 — Compare Translations
7 translations compared side by side
Odia - 1840
"ଏହି ସବୁ ଘଟଣା ଯୋହନଙ୍କ ଶିଷ୍ଯମାନେ ଶୁଣିଲେ। ସମାନେେ ଆସି ଯୋହନଙ୍କ ମୃତ ଶରୀରକୁ ନଇେ କବର ଦେଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତାଙ୍କ ଶିଷ୍ୟମାନେ ସେଥିର ସମ୍ଵାଦ ପାଇ ଆସିଲେ ଓ ତାଙ୍କ ଶବ ଘେନିଯାଇ ସମାଧିରେ ରଖିଲେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ଯୋହନଙ୍କ ଶିଷ୍ୟମାନେ ଖବର ପାଇ ତାଙ୍କ ମୃତ ଶରୀରକୁ ନେଇ କବର ଦେଇଥିଲେ।
Odia Bible ERV 2004 (ପବିତ୍ର ବାଇବଲ)
ଏହିସବୁ ଘଟଣା ଯୋହନଙ୍କ ଶିଷ୍ୟମାନେ ଶୁଣିଲେ। ସେମାନେ ଆସି ଯୋହନଙ୍କ ମୃତ ଶରୀରକୁ ନେଇ କବର ଦେଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତାହାଙ୍କ ଶିଷ୍ୟମାନେ ସେଥିର ସମ୍ବାଦ ପାଇ ଆସିଲେ ଓ ତାହାଙ୍କ ଶବ ଘେନିଯାଇ ସମାଧିରେ ରଖିଲେ।
Odia IRV 2017 (ଓଡିଆ ବାଇବେଲ)
ତାହାଙ୍କ ଶିଷ୍ୟମାନେ ସେଥିର ସମ୍ବାଦ ପାଇ ଆସିଲେ ଓ ତାହାଙ୍କ ଶବ ଘେନିଯାଇ ସମାଧିରେ ରଖିଲେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಹಿ ಖಬರ್ ಜುವಾಂವಾಚ್ಯಾ ಶಿಸಾಕ್ನಿ ಗಾವ್ಲಿ, ತನ್ನಾ ತೆನಿ ತೆಚೆ ಮಡೆ ಘೆವ್ನ್ ಜಾವ್ನ್ ಸಮಾದಿತ್ ಥವ್ಲ್ಯಾನಿ.