Mark 6:35 — Compare Translations

7 translations compared side by side

Odia - 1840
"ସେତବେେଳକେୁ ଦିନ ଗଡି ଯାଇଥିଲା। ତେଣୁ ଶିଷ୍ଯମାନେ ଯୀଶୁଙ୍କ ପାଖକୁ ଆସି କହିଲେ, ଏହା ଗୋଟିଏ ଜନଶୂନ୍ଯ ଜାଗା। ଦିନ ଗଡିଗଲାଣି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ବେଳ ବହୁତ ହେବାରୁ ତାହାଙ୍କ ଶିଷ୍ୟମାନେ ତାହାଙ୍କ ନିକଟକୁ ଆସି କହିଲେ, ଏ ସ୍ଥାନ ତ ନିର୍ଜ୍ଜନ, ପୁଣି ବହୁତ ବେଳ ହେଲାଣି;
Odia BSI (ପବିତ୍ର ବାଇବଲ (CL) NT (BSI))
ବେଳ ଗଡ଼ି ଯାଉଥିବାର ଦେଖି, ଶିଷ୍ୟମାନେ ଯୀଶୁଙ୍କୁ ଆସି କହିଲେ, “ବହୁତ ବିଳମ୍ବ ହେଲାଣି ଏବଂ ଏ ଜାଗା ବଡ଼ ନିଛାଟିଆ।
Odia Bible ERV 2004 (ପବିତ୍ର ବାଇବଲ)
ସେତେବେଳେ ଦିନ ଗଡ଼ି ଯାଇଥିଲା। ତେଣୁ ଶିଷ୍ୟମାନେ ଯୀଶୁଙ୍କ ପାଖକୁ ଆସି କହିଲେ, “ଏହା ଗୋଟିଏ ଜନଶୂନ୍ୟ ଜାଗା। ଦିନ ଗଡ଼ିଗଲାଣି।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ବେଳ ବହୁତ ହେବାରୁ ତାହାଙ୍କ ଶିଷ୍ୟମାନେ ତାହାଙ୍କ ନିକଟକୁ ଆସି କହିଲେ, ଏ ସ୍ଥାନ ତ ନିର୍ଜନ, ପୁଣି, ବହୁତ ବେଳ ହେଲାଣି;
Odia IRV 2017 (ଓଡିଆ ବାଇବେଲ)
ବେଳ ବହୁତ ହେବାରୁ ତାହାଙ୍କ ଶିଷ୍ୟମାନେ ତାହାଙ୍କ ନିକଟକୁ ଆସି କହିଲେ, ଏ ସ୍ଥାନ ତ ନିର୍ଜନ, ପୁଣି, ବହୁତ ବେଳ ହେଲାଣି;
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಎಳ್ ಹೊಂವ್ನ್ಗೆತ್ ಯಲ್ಲ್ಯಾತನ್ನಾ ಶಿಸಾನಿ “ಅದ್ದಿಚ್ ಎಳ್ ಹೊಲಾ, ಹ್ಯೊ ಬಗ್ಲ್ಯಾರ್ ಕೊನ್ನಸಲ್ಲೊ ಜಾಗೊ