Mark 6:47 — Compare Translations
7 translations compared side by side
Odia - 1840
"ସନ୍ଧ୍ଯା ହବୋ ପରେ ମଧ୍ଯ ଡଙ୍ଗାଟି ହ୍ରଦ ମଝି ରେ ଥିଲା ଓ ଯୀଶୁ ସ୍ଥଳ ଭାଗ ରେ ଏକୁଟିଆ ଥିଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସନ୍ଧ୍ୟା ହେବା ପରେ ନୌକାଟି ସମୁଦ୍ରର ମଧ୍ୟଭାଗରେ ଥିଲା ଓ ସେ ସ୍ଥଳରେ ଏକାକୀ ଥିଲେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ସନ୍ଧ୍ୟା ହୋଇ ଆସିବା ସମୟରେ ଯୀଶୁ ଏକାକୀ କୂଳରେ ଥିଲେ ଓ ନୌକାଟି ହ୍ରଦ ମଝିରେ ଥିଲା।
Odia Bible ERV 2004 (ପବିତ୍ର ବାଇବଲ)
ସନ୍ଧ୍ୟା ହେବା ପରେ ମଧ୍ୟ ଡଙ୍ଗାଟି ହ୍ରଦ ମଝିରେ ଥିଲା ଓ ଯୀଶୁ ସ୍ଥଳ ଭାଗରେ ଏକୁଟିଆ ଥିଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସନ୍ଧ୍ୟା ହେବା ପରେ ନୌକାଟି ସମୁଦ୍ରର ମଧ୍ୟଭାଗରେ ଥିଲା ଓ ସେ ସ୍ଥଳରେ ଏକାକୀ ଥିଲେ।
Odia IRV 2017 (ଓଡିଆ ବାଇବେଲ)
ସନ୍ଧ୍ୟା ହେବା ପରେ ନୌକାଟି ସମୁଦ୍ରର ମଧ୍ୟଭାଗରେ ଥିଲା ଓ ସେ ସ୍ଥଳରେ ଏକାକୀ ଥିଲେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ದಿಸ್ ಬುಡಲ್ಲ್ಯಾ ತನ್ನಾ ಢೊನ್ ಸಮುಂದರಾಚ್ಯಾ ಮದ್ದಿ ಪಾವಲ್ಲಿ, ತನ್ನಾ ಜೆಜು ಎಕ್ಲೊಚ್ ದಂಡೆಕ್ ಹೊತ್ತೊ,