Mark 6:49 — Compare Translations

7 translations compared side by side

Odia - 1840
"ସେତବେେଳେ ତାହାଙ୍କ ଶିଷ୍ଯମାନେ ତାହାଙ୍କୁ ହ୍ରଦ ଉପରେ ଚାଲୁଥିବାର ତେଖି ତାହାଙ୍କୁ ଭୂତ ବୋଲି ଭାବି ନେଲେ। ସମାନେେ ଚିତ୍କାର କରିବାକୁ ଲାଗିଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କିନ୍ତୁ ସେମାନେ ତାହାଙ୍କୁ ସମୁଦ୍ର ଉପରେ ଚାଲିବା ଦେଖି ଭୂତ ବୋଲି ଭାବି ଚିତ୍କାର କଲେ,
Odia BSI (ପବିତ୍ର ବାଇବଲ (CL) NT (BSI))
ଯୀଶୁ ପାଣି ଉପରେ ଚାଲି ଚାଲି ସେମାନଙ୍କ ନିକଟବର୍ତ୍ତୀ ହେଲେ। ସେମାନଙ୍କୁ ଅତିକ୍ରମ କରି ସେ ଚାଲି ଯାଇଥା’ନ୍ତେ। କିନ୍ତୁ ତାଙ୍କୁ ପାଣି ଉପରେ ଚାଲୁଥିବା ଦେଖି ଶିଷ୍ୟମାନେ ଭୂତ ଭାବି ଚିକ୍ରାର କଲେ।
Odia Bible ERV 2004 (ପବିତ୍ର ବାଇବଲ)
ସେତେବେଳେ ତାହାଙ୍କ ଶିଷ୍ୟମାନେ ତାହାଙ୍କୁ ହ୍ରଦ ଉପରେ ଗ୍ଭଲୁଥିବାର ଦେଖି ତାହାଙ୍କୁ ଭୂତ ବୋଲି ଭାବିନେଲେ। ସେମାନେ ଚିତ୍କାର କରିବାକୁ ଲାଗିଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
କିନ୍ତୁ ସେମାନେ ତାହାଙ୍କୁ ସମୁଦ୍ର ଉପରେ ଚାଲିବା ଦେଖି ଭୂତ ବୋଲି ଭାବି ଚିତ୍କାର କଲେ,
Odia IRV 2017 (ଓଡିଆ ବାଇବେଲ)
କିନ୍ତୁ ସେମାନେ ତାହାଙ୍କୁ ସମୁଦ୍ର ଉପରେ ଚାଲିବା ଦେଖି ଭୂତ ବୋଲି ଭାବି ଚିତ୍କାର କଲେ,
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತೊ ಪಾನಿಯಾ ವರ್‍ತಿ ಚಲ್ತಲೆ ಬಗುನ್ ತೆನಿ “ಅಬಕ್ ಭುತ್!” ಮನುನ್ ಬೊಬ್ ಮಾರ್‍ಲ್ಯಾನಿ.