Mark 6:5 — Compare Translations
7 translations compared side by side
Odia - 1840
"ଅତଏବ ସଠାେରେ ଯୀଶୁ କୌଣସି ଆଶ୍ଚର୍ୟ୍ଯକାର୍ୟ୍ଯ ପ୍ରଦର୍ଶନ କରି ପାରିଲେ ନାହିଁ। କବଳେ କେତକେ ରୋଗୀଙ୍କ ଉପରେ ହାତ ରଖି ସେ ସମାନଙ୍କେୁ ସୁସ୍ଥ କରିଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପୁଣି, ଅଳ୍ପ କେତେକ ରୋଗୀ ଲୋକଙ୍କ ଉପରେ ହାତ ଥୋଇ ସେମାନଙ୍କୁ ସୁସ୍ଥ କରିବା ବିନା ସେସ୍ଥାନରେ ସେ ଆଉ କୌଣସି ଶକ୍ତିର କାର୍ଯ୍ୟ କରି ପାରିଲେ ନାହିଁ ।
Odia BSI (ପବିତ୍ର ବାଇବଲ (CL) NT (BSI))
ତେଣୁ କେତେକ ପୀଡ଼ିତ ଲୋକଙ୍କ ଉପରେ ହାତ ଥୋଇ ସେମାନଙ୍କୁ ସୁସ୍ଥ କରିବା ବ୍ୟତୀତ ଯୀଶୁ ସେଠାରେ ଅନ୍ୟ କୌଣସି ଅଲୌକିକ କର୍ମ କରି ପାରିଲେ ନାହିଁ।
Odia Bible ERV 2004 (ପବିତ୍ର ବାଇବଲ)
ଅତଏବ ସେଠାରେ ଯୀଶୁ କୌଣସି ଆଶ୍ଚର୍ଯ୍ୟକାର୍ଯ୍ୟ ପ୍ରଦର୍ଶନ କରି ପାରିଲେ ନାହିଁ। କେବଳ କେତେକ ରୋଗୀଙ୍କ ଉପରେ ହାତ ରଖି ସେ ସେମାନଙ୍କୁ ସୁସ୍ଥ କରିଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପୁଣି, ଅଳ୍ପ କେତେକ ରୋଗୀ ଲୋକଙ୍କ ଉପରେ ହାତ ଥୋଇ ସେମାନଙ୍କୁ ସୁସ୍ଥ କରିବା ବିନା ସେ ସ୍ଥାନରେ ସେ ଆଉ କୌଣସି ମହତର କାର୍ଯ୍ୟ କରିପାରିଲେ ନାହିଁ।
Odia IRV 2017 (ଓଡିଆ ବାଇବେଲ)
ପୁଣି, ଅଳ୍ପ କେତେକ ରୋଗୀ ଲୋକଙ୍କ ଉପରେ ହାତ ଥୋଇ ସେମାନଙ୍କୁ ସୁସ୍ଥ କରିବା ବିନା ସେ ସ୍ଥାନରେ ସେ ଆଉ କୌଣସି ମହତର କାର୍ଯ୍ୟ କରି ପାରିଲେ ନାହିଁ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಎಕ್ ಉಲ್ಲ್ಯಾ ಶಿಕ್ ಹೊತ್ತ್ಯಾ ಲೊಕಾಂಚ್ಯಾ ವರ್ತಿ ಹಾತ್ ಥವ್ನ್ ತೆಂಚಿ ದುಖ್ನಿ ಬರೆ ಕರಲ್ಲೆ ಸೊಡುನ್ ಜಾಸ್ತಿಚಿ ಅಜಾಪಾ ಜೆಜುಕ್ ತ್ಯಾ ಗಾಂವಾತ್ ಕರುಕ್ ಹೊವ್ಕ್ ನಾ, ಕಶ್ಯಾಕ್ ಮಟ್ಲ್ಯಾರ್ ತ್ಯಾ ಲೊಕಾಕ್ನಿ ವಿಶ್ವಾಸ್ ನತ್ತೊ,