Mark 6:51 — Compare Translations
7 translations compared side by side
Odia - 1840
"ତା'ପରେ ସେ ଶିଷ୍ଯମାନଙ୍କ ସହିତ ଡଙ୍ଗା ରେ ଚଢିଗଲେ। ପବନ ବନ୍ଦ ହାଇଗେଲା। ଏଥି ରେ ସମାନେେ ଆଶ୍ଚର୍ୟ୍ଯ ହାଇଗେଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପୁଣି, ସେ ସେମାନଙ୍କ ନିକଟକୁ ଯାଇ ନୌକାରେ ଚଢ଼ିଲେ, ଆଉ ପବନ ବନ୍ଦ ହେଲା । ସେଥିରେ ସେମାନେ ମନେ ମନେ ଅତ୍ୟ; ଆଚମ୍ଵିତ ହେଲେ,
Odia BSI (ପବିତ୍ର ବାଇବଲ (CL) NT (BSI))
ଏହା କହି ସେ ନୌକାରେ ଚଢ଼ିଲେ ଏବଂ ସେହିକ୍ଷଣି ବତାସ ବନ୍ଦ ହେଲା। ଶିଷ୍ୟମାନେ ଆଚମ୍ବିତ ହେଲେ,
Odia Bible ERV 2004 (ପବିତ୍ର ବାଇବଲ)
ତା’ପରେ ସେ ଶିଷ୍ୟମାନଙ୍କ ସହିତ ଡଙ୍ଗାରେ ଚଢ଼ିଗଲେ। ପବନ ବନ୍ଦ ହୋଇଗଲା। ଏଥିରେ ସେମାନେ ଆଶ୍ଚର୍ଯ୍ୟ ହୋଇଗଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପୁଣି, ସେ ସେମାନଙ୍କ ନିକଟକୁ ଯାଇ ନୌକାରେ ଚଢ଼ିଲେ, ଆଉ ପବନ ବନ୍ଦ ହେଲା। ସେଥିରେ ସେମାନେ ମନେ ମନେ ଅତ୍ୟନ୍ତ ଆଚମ୍ଭିତ ହେଲେ,
Odia IRV 2017 (ଓଡିଆ ବାଇବେଲ)
ପୁଣି, ସେ ସେମାନଙ୍କ ନିକଟକୁ ଯାଇ ନୌକାରେ ଚଢ଼ିଲେ, ଆଉ ପବନ ବନ୍ଦ ହେଲା। ସେଥିରେ ସେମାନେ ମନେ ମନେ ଅତ୍ୟନ୍ତ ଆଚମ୍ବିତ ହେଲେ,
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಮಾನಾ ತೊ ಢೊನಿತ್ ಚಡ್ಲೊ ತನ್ನಾ ವಾರೊ ಥಂಡ್ ಹೊಲೊ ತನ್ನಾ ತೆನಿ ಅಜಾಪ್ ಹೊಲೆ,