Mark 6:52 — Compare Translations
7 translations compared side by side
Odia - 1840
"ସମାନେେ ରୋଟୀ ସମ୍ବନ୍ଧୀୟ ଆଶ୍ଚର୍ୟ୍ଯକାର୍ୟ୍ଯକୁ ବୁଝି ପାରି ନଥିଲେ। ସମାନଙ୍କେ ବୁଦ୍ଧି ଜଡ ହାଇଯୋଇଥିଲା।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କାରଣ ରୋଟୀର ଘଟଣାରେ ସେମାନଙ୍କର ଜ୍ଞାନ ଜନ୍ମି ନ ଥିଲା, ଯେଣୁ ସେମାନଙ୍କ ହୃଦୟ ଜଡ଼ ହୋଇଥିଲା ।
Odia BSI (ପବିତ୍ର ବାଇବଲ (CL) NT (BSI))
ଯେହେତୁ ପାଞ୍ଚ ରୋଟୀ ଘଟଣାର ତାତ୍ପର୍ଯ୍ୟ ସେମାନେ ବୁଝିପାରି ନ ଥିଲେ, କାରଣ ସେମାନଙ୍କର ବୋଧଶକ୍ତି ଜଡ଼ ହୋଇ ଯାଇଥିଲା।
Odia Bible ERV 2004 (ପବିତ୍ର ବାଇବଲ)
ସେମାନେ ରୋଟୀ ସମ୍ବନ୍ଧୀୟ ଆଶ୍ଚର୍ଯ୍ୟକାର୍ଯ୍ୟକୁ ବୁଝି ପାରି ନ ଥିଲେ। ସେମାନଙ୍କ ବୁଦ୍ଧି ଜଡ଼ ହୋଇଯାଇଥିଲା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
କାରଣ ରୁଟିର ଘଟଣାରେ ସେମାନଙ୍କର ଜ୍ଞାନ ଜନ୍ମି ନ ଥିଲା, ଯେଣୁ ସେମାନଙ୍କ ହୃଦୟ ଜଡ଼ ହୋଇଥିଲା।
Odia IRV 2017 (ଓଡିଆ ବାଇବେଲ)
କାରଣ ରୁଟିର ଘଟଣାରେ ସେମାନଙ୍କର ଜ୍ଞାନ ଜନ୍ମି ନ ଥିଲା, ଯେଣୁ ସେମାନଙ୍କ ହୃଦୟ ଜଡ଼ ହୋଇଥିଲା ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಪಾಂಚ್ ಹಜಾರ್ ಲೊಕಾಕ್ನಿ ಜೆವಾನ್ ದಿಲ್ಲ್ಯಾ ವಿಶಯಾಚೊ ಖರೊ ಅರ್ತ್, ತೆಂಕಾ ಹೊವ್ಕ್ ನತ್ತೊ, ಕಶ್ಯಾಕ್ ಮಟ್ಲ್ಯಾರ್, ತೆಂಚಿ ಕಾಳ್ಜಾ ಘಟ್ ಹೊಲ್ಲಿ.