Mark 6:8 — Compare Translations
7 translations compared side by side
Odia - 1840
"ସେ ଶିଷ୍ଯମାନଙ୍କୁ ନିର୍ଦ୍ଦେଶ ଦେଲେ, ତୁମ୍ଭେ ଯାତ୍ରା କାଳ ରେ ବାଡିଟିଏ ଛଡା ଆଉ କିଛି ନବେ ନାହିଁ। ରୋଟୀ, ଝୁଲା କି ପକଟେ ରେ କିଛି ହେଲେ ଟଙ୍କା ମଧ୍ଯ ନବେ ନାହିଁ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆଉ ଯାତ୍ରା ନିମନ୍ତେ କେବଳ ଖଣ୍ତେ ବାଡ଼ି ବିନା ରୋଟୀ କି ଝୋଲି କି ଗାଞ୍ଜିଆରେ ପଇସା ନ ନେବାକୁ ସେମାନଙ୍କୁ ଆଜ୍ଞା ଦେଲେ;
Odia BSI (ପବିତ୍ର ବାଇବଲ (CL) NT (BSI))
“ତୁମର ଯାତ୍ରା ପାଇଁ ଖଣ୍ଡିଏ ବାଡ଼ି ଓ
Odia Bible ERV 2004 (ପବିତ୍ର ବାଇବଲ)
ସେ ଶିଷ୍ୟମାନଙ୍କୁ ନିର୍ଦ୍ଦେଶ ଦେଲେ, “ତୁମ୍ଭେ ଯାତ୍ରା କାଳରେ ବାଡ଼ିଟିଏ ଛଡ଼ା ଆଉ କିଛି ନେବ ନାହିଁ। ରୋଟୀ, ଝୁଲା କି ପକେଟରେ କିଛି ହେଲେ ଟଙ୍କା ମଧ୍ୟ ନେବ ନାହିଁ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆଉ ଯାତ୍ରା ନିମନ୍ତେ କେବଳ ଖଣ୍ଡେ ବାଡ଼ି ବିନା ରୁଟି କି ଝୋଲି କି ଗାଞ୍ଜିଆରେ ପଇସା ନ ନେବାକୁ ସେମାନଙ୍କୁ ଆଜ୍ଞା ଦେଲେ;
Odia IRV 2017 (ଓଡିଆ ବାଇବେଲ)
ଆଉ ଯାତ୍ରା ନିମନ୍ତେ କେବଳ ଖଣ୍ଡେ ବାଡ଼ି ବିନା ରୁଟି କି ଝୋଲି କି କଟିବନ୍ଧନୀରେ ପଇସା ନ ନେବାକୁ ସେମାନଙ୍କୁ ଆଜ୍ଞା ଦେଲେ;
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಅನಿ ತೆನಿ ತೆಂಕಾ “ ತುಮಿ ಜಾತಾನಾ ವಾಟೆಕ್ ತುಮ್ಚ್ಯಾ ಹಾತಾತ್ಲೆ ದಾಂಡೆ ಸೊಡುನ್ ಕಾಯ್ಬಿ ಘೆವ್ನಕಾಶಿ. ಭಾಕ್ರಿ ಹೊಂವ್ದಿ,ಪಿಸ್ವಿ ಹೊಂವ್ದಿ,ತುಮ್ಚ್ಯಾ ಕಿಶ್ಯಾತ್ನಿ ಪೈಸೆ ಸೈತ್ ಘೆವ್ನಕಾಶಿ”.