Mark 7:1 — Compare Translations

7 translations compared side by side

Odia - 1840
"କେତକେ ଫାରୂଶୀ ଓ କେତକେ ଧର୍ମଶାସ୍ତ୍ରୀ ୟିରୁଶାଲମରୁ ଆସି ଯୀଶୁଙ୍କ ଚାରିପଟେ ରୁଣ୍ତ ହାଇଗେଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପରେ ଫାରୂଶୀମାନେ ଓ ଯିରୂଶାଲମରୁ ଆସିଥିବା କେତେକ ଶାସ୍ତ୍ରୀ ତାହାଙ୍କ ନିକଟରେ ଏକତ୍ର ହେଲେ।
Odia BSI (ପବିତ୍ର ବାଇବଲ (CL) NT (BSI))
ଯିରୂଶାଲମରୁ ଆସିଥିବା କେତେଜଣ ଫାରୂଶୀ ଓ ଶାସ୍ତ୍ରୀ ଯୀଶୁଙ୍କ ନିକଟରେ ଏକତ୍ରିତ ହେଲେ।
Odia Bible ERV 2004 (ପବିତ୍ର ବାଇବଲ)
ପରମେଶ୍ୱରଙ୍କ ବ୍ୟବସ୍ଥା ଓ ମନୁଷ୍ୟକୃତ ନିୟମ କେତେକ ଫାରୂଶୀ ଓ କେତେକ ଧର୍ମଶାସ୍ତ୍ରୀ ଯିରୁଶାଲମରୁ ଆସି ଯୀଶୁଙ୍କ ଗ୍ଭରିପଟେ ରୁଣ୍ତ ହୋଇଗଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପରେ ଫାରୂଶୀମାନେ ଓ ଯିରୂଶାଲମ ସହରରୁ ଆସିଥିବା କେତେକ ଶାସ୍ତ୍ରୀ ତାହାଙ୍କ ନିକଟରେ ଏକତ୍ର ହେଲେ।
Odia IRV 2017 (ଓଡିଆ ବାଇବେଲ)
ପରେ ଫାରୂଶୀମାନେ ଓ ଯିରୂଶାଲମରୁ ଆସିଥିବା କେତେକ ଶାସ୍ତ୍ରୀ ତାହାଙ୍କ ନିକଟରେ ଏକତ୍ର ହେଲେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಥೊಡೆ ಫಾರಿಜೆವ್ ಅನಿ ಥೊಡೆ ಖಾಯ್ದೆ ಪಾಳ್ತಲೆ ಶಾಸ್ತ್ರಿ ಜೆರುಜಲೆಮಾತ್ನಾ ಜೆಜು ಹೊತ್ತ್ಯಾಕ್ಡೆ ಯೆವ್ನ್ ಜಮಾ ಹೊಲೆ.