Mark 8:19 — Compare Translations

7 translations compared side by side

Odia - 1840
"ମୁଁ ଯେତବେେଳେ ପାଞ୍ଚ ହଜାର ଲୋକଙ୍କ ପାଇଁ ପାଞ୍ଚଟି ରୋଟୀ ଖଣ୍ଡ ଖଣ୍ଡ କରି ତୁମ୍ଭକୁ ଦଇେଥିଲି, ମନେ ପକଇେଲ, ତୁମ୍ଭମାନେେ କତେୋଟି ଟୋକଇେ ରେ ବଳକା ରୋଟୀ ଖଣ୍ଡତକ ଭର୍ତ୍ତି କରିଥିଲ?"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେହି ପାଞ୍ଚହଜାର ଲୋକଙ୍କ ମଧ୍ୟରେ ମୁଁ ଯେତେବେଳେ ପାଞ୍ଚୋଟି ରୋଟୀ ଭାଙ୍ଗିଥିଲି, ସେତେବେଳେ ତୁମ୍ଭେମାନେ ପୂରା କେତେ ଟୋକାଇ ଭଙ୍ଗା ଖଣ୍ତ ଉଠାଇ ନେଇଥିଲ, ତାହା କି ତୁମ୍ଭମାନଙ୍କର ସ୍ମରଣ ନାହିଁ? ସେମାନେ ତାହାଙ୍କୁ କହିଲେ, ବାର ଟୋକାଇ ।
Odia BSI (ପବିତ୍ର ବାଇବଲ (CL) NT (BSI))
ପାଞ୍ଚୋଟି ରୋଟୀ ଭାଙ୍ଗି କିପରି ପାଞ୍ଚହଜାର ଲୋକଙ୍କୁ ଖୁଆଇ ଥିଲି, ତୁମ୍ଭମାନଙ୍କର କ’ଣ ମନେ ନାହିଁ? ସେଦିନ ବଳି ପଡ଼ିଥିବା ରୋଟୀ ଖଣ୍ଡ ସବୁ ଗୋଟାଇ କେତୋଟି ଝୁଡ଼ି ପୂର୍ଣ୍ଣ କରିଥିଲ, ମନେ ଅଛି?” “ବାରଟି” ବୋଲି ଶିଷ୍ୟମାନେ ଉତ୍ତର ଦେଲେ।
Odia Bible ERV 2004 (ପବିତ୍ର ବାଇବଲ)
ମୁଁ ଯେତେବେଳେ ପାଞ୍ଚ ହଜାର ଲୋକଙ୍କ ପାଇଁ ପାଞ୍ଚୋଟି ରୋଟୀ ଖଣ୍ଡ ଖଣ୍ଡ କରି ତୁମ୍ଭକୁ ଦେଇଥିଲି, ମନେ ପକେଇଲ, ତୁମ୍ଭେମାନେ କେତୋଟି ଟୋକେଇରେ ବଳକା ରୋଟୀ ଖଣ୍ଡତକ ଭର୍ତ୍ତି କରିଥିଲ?” ସେମାନେ କହିଲେ, “ବାରଟି ଟୋକେଇରେ।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେହି ପାଞ୍ଚ ହଜାର ଲୋକଙ୍କ ମଧ୍ୟରେ ମୁଁ ଯେତେବେଳେ ପାଞ୍ଚୋଟି ରୁଟି ଭାଙ୍ଗିଥିଲି, ସେତେବେଳେ ତୁମ୍ଭେମାନେ ପୂରା କେତେ ଟୋକେଇ ଭଙ୍ଗାଯାଇଥିବା ଖଣ୍ଡ ଉଠାଇ ନେଇଥିଲ, ତାହା କି ତୁମ୍ଭମାନଙ୍କର ସ୍ମରଣ ନାହିଁ?” ସେମାନେ ତାହାଙ୍କୁ କହିଲେ, ବାର ଟୋକେଇ।
Odia IRV 2017 (ଓଡିଆ ବାଇବେଲ)
ସେହି ପାଞ୍ଚ ହଜାର ଲୋକଙ୍କ ମଧ୍ୟରେ ମୁଁ ଯେତେବେଳେ ପାଞ୍ଚୋଟି ରୁଟି ଭାଙ୍ଗିଥିଲି, ସେତେବେଳେ ତୁମ୍ଭେମାନେ ପୂରା କେତେ ଟୋକେଇ ଭଙ୍ଗା ଖଣ୍ଡ ଉଠାଇନେଇଥିଲ, ତାହା କି ତୁମ୍ଭମାନଙ୍କର ସ୍ମରଣ ନାହିଁ? ସେମାନେ ତାହାଙ୍କୁ କହିଲେ, ବାର ଟୋକାଇ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಮಿಯಾ ಪಾಂಚ್ ಭಾಕ್ರಿಯಾ ಪಾಂಚ್ ಹಜಾರ್ ಲೊಕಾಕ್ನಿ ವಾಟಾ ಮನುನ್ ದಿಲ್ಲೊ ತನ್ನಾ ಭಾಕ್ರಿಯಾಂಚೆ ತುಕ್ಡೆ ಕವ್ಡ್ಯಾ ಭುಟಿಯಾ ಭರ್ಲ್ಯಾಸಿ?” ಮನುನ್ ಶಿಸಾಕ್ನಿ ಇಚಾರ್‍ಲ್ಯಾನ್. ತೆನಿ “ಬಾರಾ ಭುಟಿಯಾ” ಮಟ್ಲ್ಯಾನಿ.