Mark 8:24 — Compare Translations
7 translations compared side by side
Odia - 1840
"ସହେି ଲୋକଟି ଉପରକୁ ଚାହିଁ କହିଲା, ମୁଁ ଲୋକମାନଙ୍କୁ ଦେଖି ପାରୁଛି। ସମାନେେ ଚାରି ଆଡେ ଚାଲୁଥିବା ଘଛ ଭଳି ମାେତେ ଦଖାେ ଯାଉଛନ୍ତି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେ ଚାହିଁ କହିଲା, ମୁଁ ମନୁଷ୍ୟମାନଙ୍କୁ ଦେଖୁଅଛି, କାରଣ ମୁଁ ଗଛ ପରି କଅଣ ଚାଲୁଥିବା ଦେଖୁଅଛି ।
Odia BSI (ପବିତ୍ର ବାଇବଲ (CL) NT (BSI))
ଲୋକଟି ଉପରକୁ ଚାହିଁ କହିଲା, “ହଁ, ଲୋକମାନଙ୍କୁ ଦେଖିପାରୁଛି। ସେମାନେ ଚଳନ୍ତା ଗଛ ପରି ଦେଖା ଯାଉଛନ୍ତି।”
Odia Bible ERV 2004 (ପବିତ୍ର ବାଇବଲ)
ସେହି ଲୋକଟି ଉପରକୁ ଗ୍ଭହିଁ କହିଲା, “ମୁଁ ଲୋକମାନଙ୍କୁ ଦେଖି ପାରୁଛି। ସେମାନେ ଗ୍ଭରିଆଡ଼େ ଗ୍ଭଲୁଥିବା ଗଛ ଭଳି ମୋତେ ଦେଖାଯାଉଛନ୍ତି।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେ ଚାହିଁ କହିଲା, ମୁଁ ମନୁଷ୍ୟମାନଙ୍କୁ ଦେଖୁଅଛି, କାରଣ ମୁଁ ଗଛ ପରି କଅଣ ଚାଲୁଥିବା ଦେଖୁଅଛି।
Odia IRV 2017 (ଓଡିଆ ବାଇବେଲ)
ସେ ଚାହିଁଁ କହିଲା, ମୁଁ ମନୁଷ୍ୟମାନଙ୍କୁ ଦେଖୁଅଛି, କାରଣ ମୁଁ ଗଛ ପରି କ'ଣ ଚାଲୁଥିବା ଦେଖୁଅଛି ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತ್ಯಾ ಕುಡ್ಡ್ಯಾನ್ ಟಕ್ಲೆ ವೈರ್ ಕರುನ್ ಬಗುನ್ “ಹೊಯ್ ಮಾಕಾ ದಿಸುಕ್ ಲಾಗ್ಲಾ, ಖರೆ ಮಾನ್ಸಾ ಚಲ್ತಲ್ಯಾ ಝಾಡಾಂಚ್ಯಾ ಸರ್ಕಿ ದಿಸುಕ್ ಲಾಗ್ಲ್ಯಾತ್” ಮಟ್ಲ್ಯಾನ್.