Mark 8:36 — Compare Translations
7 translations compared side by side
Odia - 1840
"ଯଦି କୌଣସି ଲୋକ ସମସ୍ତ ପୃଥିବୀକୁ ଲାଭ କରେ କିନ୍ତୁ ନିଜର ଜୀବନ ହ ରଇେ ବ ସେ, ତବେେ ସେଥି ରେ କ'ଣ ଲାଭ ଅଛି?"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆଉ, ମନୁଷ୍ୟ ଯେବେ ସମସ୍ତ ଜଗତ ଲାଭ କରି ନିଜ ଜୀବନ ହରାଏ, ତେବେ ତାହାର କି ଲାଭ?
Odia BSI (ପବିତ୍ର ବାଇବଲ (CL) NT (BSI))
ଜଣେ ବ୍ୟକ୍ତି ସମଗ୍ର ଜଗତକୁ ଲାଭ କରି ନିଜ ଜୀବନକୁ ହରାଇଲେ, ତାହାର କଅଣ କିଛି ଲାଭ ହେବ? ନିଶ୍ଚିତ ଭାବରେ ନୁହେଁ।
Odia Bible ERV 2004 (ପବିତ୍ର ବାଇବଲ)
ଯଦି କୌଣସି ଲୋକ ସମସ୍ତ ପୃଥିବୀକୁ ଲାଭ କରେ କିନ୍ତୁ ନିଜର ଜୀବନ ହରେଇ ବସେ, ତେବେ ସେଥିରେ କ’ଣ ଲାଭ ଅଛି?
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆଉ ମନୁଷ୍ୟ ଯେବେ ସମସ୍ତ ଜଗତ ଲାଭ କରି ନିଜ ଜୀବନ ହରାଏ, ତେବେ ତାହାର କି ଲାଭ?
Odia IRV 2017 (ଓଡିଆ ବାଇବେଲ)
ଆଉ ମନୁଷ୍ୟ ଯେବେ ସମସ୍ତ ଜଗତ ଲାଭ କରି ନିଜ ଜୀବନ ହରାଏ, ତେବେ ତାହାର କି ଲାଭ?
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಕೊನ್ ತರ್ ಎಕ್ಲ್ಯಾನ್ ಹಿ ಸಗ್ಳಿ ದುನಿಯಾಚ್ ಜಿಕುನ್ ಘೆವ್ನ್, ಅಪ್ನಾಚೊ ಅತ್ಮೊಚ್ ನಾಸ್ ಕರುನ್ ಘೆಟ್ಲ್ಯಾರ್ ತೆಕಾ ಕಾಯ್ ಫಾಯ್ದೊ ಹೊಲ್ಯಾ ಸರ್ಕೆ ಹೊಲೆ? ಕಾಯ್ಬಿ ಫಾಯ್ದೊ ನಾ.