Mark 8:4 — Compare Translations
7 translations compared side by side
Odia - 1840
"ଯୀଶୁଙ୍କ ଶିଷ୍ଯମାନେ କହିଲେ, ଆମ୍ଭମାନେେ ଏ ଜନହୀନ ଅଂଚଳ ରେ ଏମାନଙ୍କୁ ଖୁଆଇବା ପାଇଁ ୟଥେଷ୍ଟ ଖାଦ୍ୟ କୁଆଡୁ ପାଇ ପାରିବୁ?"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଶିଷ୍ୟମାନେ ତାହାଙ୍କୁ ଉତ୍ତର ଦେଲେ, ଏଠାରେ ଏହି ନିର୍ଜ୍ଜନ ସ୍ଥାନରେ କିଏ କେଉଁଠାରୁ ରୋଟୀ ଆଣି ଏମାନଙ୍କୁ ତୃପ୍ତ କରି ପାରିବ?
Odia BSI (ପବିତ୍ର ବାଇବଲ (CL) NT (BSI))
ଶିଷ୍ୟମାନେ ପଚାରିଲେ, “ଏହି ନିର୍ଜନ ସ୍ଥାନରେ ଏତେ ଲୋକଙ୍କୁ ଖୁଆଇବା ପାଇଁ ଆମେ କେଉଁଠୁ ଖାଦ୍ୟ ଯୋଗାଡ଼ କରିପାରିବୁ?”
Odia Bible ERV 2004 (ପବିତ୍ର ବାଇବଲ)
ଯୀଶୁଙ୍କ ଶିଷ୍ୟମାନେ କହିଲେ, “ଆମ୍ଭେମାନେ ଏ ଜନହୀନ ଅଞ୍ଚଳରେ ଏମାନଙ୍କୁ ଖୁଆଇବା ପାଇଁ ଯଥେଷ୍ଟ ଖାଦ୍ୟ କୁଆଡ଼ୁ ପାଇ ପାରିବୁ?”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଶିଷ୍ୟମାନେ ତାହାଙ୍କୁ ଉତ୍ତର ଦେଲେ, ଏଠାରେ ଏହି ନିର୍ଜନ ସ୍ଥାନରେ କିଏ କେଉଁଠାରୁ ରୁଟି ଆଣି ଏମାନଙ୍କୁ ତୃପ୍ତ କରିପାରିବ?
Odia IRV 2017 (ଓଡିଆ ବାଇବେଲ)
ଶିଷ୍ୟମାନେ ତାହାଙ୍କୁ ଉତ୍ତର ଦେଲେ, ଏଠାରେ ଏହି ନିର୍ଜନ ସ୍ଥାନରେ କିଏ କେଉଁଠାରୁ ରୁଟି ଆଣି ଏମାନଙ୍କୁ ତୃପ୍ତ କରି ପାରିବ?
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತನ್ನಾ ಶಿಸಾನಿ “ಹಿತ್ತೆ ಜಗ್ಗೊಳ್ ಎಕ್ಬಿ ಗಾಂವ್ ನಾ ಕಾಯ್ನಾ, ಎವ್ಡ್ಯಾ ಸಗ್ಳ್ಯಾ ಲೊಕಾಕ್ನಿ ಫಿರೆ ಹೊಯ್ಸರ್ಕ್ಯಾ ಭಾಕ್ರಿಯಾ ಖೈತ್ನಾ ಹಾನ್ತಲ್ಯಾ ಅತ್ತಾ?” ಮಟ್ಲ್ಯಾನಿ.