Mark 9:21 — Compare Translations

7 translations compared side by side

Odia - 1840
"ଯୀଶୁ ପିଲାର ବାପାକୁ ପଚାରିଲେ, କେତେ ଦିନ ହେଲା ପିଲାର ଏମିତି ହେଉଛି?"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେତେବେଳେ ଯୀଶୁ ତାହାର ପିତାକୁ ପଚାରିଲେ, କେତେ ଦିନ ହେଲା ଏହାକୁ ଏପରି ହୋଇଅଛି? ସେ କହିଲା, ପିଲାକାଳରୁ;
Odia BSI (ପବିତ୍ର ବାଇବଲ (CL) NT (BSI))
ଯୀଶୁ ତା’ ବାପାକୁ ପଚାରିଲେ, “କେତେ ଦିନ ଧରି ଏମିତି ହୋଇଛି?”
Odia Bible ERV 2004 (ପବିତ୍ର ବାଇବଲ)
ଯୀଶୁ ପିଲାର ବାପାକୁ ପଗ୍ଭରିଲେ, “କେତେ ଦିନ ହେଲା ପିଲାର ଏମିତି ହେଉଛି?” ତା’ର ବାପା କହିଲେ, “ପିଲାଟିଦିନରୁ ଏମିତି ହେଉଛି।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେତେବେଳେ ଯୀଶୁ ତାହାର ପିତାକୁ ପଚାରିଲେ, କେତେ ଦିନ ହେଲା ଏହାକୁ ଏପରି ହୋଇଅଛି? ସେ କହିଲା, ପିଲାକାଳରୁ;
Odia IRV 2017 (ଓଡିଆ ବାଇବେଲ)
ସେତେବେଳେ ଯୀଶୁ ତାହାର ପିତାକୁ ପଚାରିଲେ, କେତେ ଦିନ ହେଲା ଏହାକୁ ଏପରି ହୋଇଅଛି? ସେ କହିଲା, ପିଲାକାଳରୁ;
Odia NTS2024 2024 (ದೆವಾಚಿ ಖರಿ ಖಬರ್)
“ಹೆಕಾ ಕನ್ನಾಚ್ಯಾನ್ ಅಶೆ ಹೊವ್ಲಾ?” ಮನುನ್ ಜೆಜುನ್ ತ್ಯಾ ಪೊರಾಂಚ್ಯಾ ಬಾಬಾಕ್ ಇಚಾರ್‍ಲ್ಯಾನ್. ತೆನಿ “ತೊ ಬಾರಿಕ್ ಹೊತ್ತೊ ತನ್ನಾಚ್ಯಾನುಚ್ ತೆಕಾ ಅಶೆ ಹೊವ್ಲಾ,” ಮನುನ್ ಸಾಂಗುನ್