Mark 9:39 — Compare Translations
7 translations compared side by side
Odia - 1840
"କିନ୍ତୁ ଯୀଶୁ କହିଲେ, ତାକୁ ମନାକର ନାହିଁ। କାରଣ ଯେଉଁ ଲୋକ ମାେ ନାମ ନଇେ ଶକ୍ତିର କାର୍ୟ୍ଯ କରିପା ରେ, ସେ ମାେ ନାମ ରେ ଆଉ ଖରାପ କଥା କହି ପାରିବ ନାହିଁ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କିନ୍ତୁ ଯୀଶୁ କହିଲେ, ତାହାକୁ ମନା କର ନାହିଁ; କାରଣ ମୋʼ ନାମରେ ଶକ୍ତିରେ କାର୍ଯ୍ୟ କରି ହଠାତ୍ ମୋହର କୁତ୍ସା କରି ପାରିବ, ଏପରି ଲୋକ କେହି ନାହିଁ
Odia BSI (ପବିତ୍ର ବାଇବଲ (CL) NT (BSI))
ଯୀଶୁ କହିଲେ, “ଏ କାର୍ଯ୍ୟରେ ତାକୁ ବାଧା ଦିଅ ନାହିଁ। ଯେ ମୋ’ ନାମ ନେଇ ଅଲୌକିକ କାର୍ଯ୍ୟ କରିଥାଏ, ସେ ସଙ୍ଗେ ସଙ୍ଗେ ମୋ’ ବିରୁଦ୍ଧରେ କିଛି କହି ପାରିବ ନାହିଁ।
Odia Bible ERV 2004 (ପବିତ୍ର ବାଇବଲ)
କିନ୍ତୁ ଯୀଶୁ କହିଲେ, “ତାକୁ ମନାକର ନାହିଁ। କାରଣ ଯେଉଁ ଲୋକ ମୋ’ ନାମ ନେଇ ଶକ୍ତିର କାର୍ଯ୍ୟ କରିପାରେ, ସେ ମୋ’ ନାମରେ ଆଉ ଖରାପ କଥା କହି ପାରିବ ନାହିଁ।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
କିନ୍ତୁ ଯୀଶୁ କହିଲେ, ତାହାକୁ ମନା କର ନାହିଁ; କାରଣ ମୋʼ ନାମରେ ମହତର କାର୍ଯ୍ୟ କରି ହଠାତ୍ ମୋହର ନିନ୍ଦା କରିପାରିବ, ଏପରି ଲୋକ କେହି ନାହିଁ;
Odia IRV 2017 (ଓଡିଆ ବାଇବେଲ)
କିନ୍ତୁ ଯୀଶୁ କହିଲେ, ତାହାକୁ ମନା କର ନାହିଁ; କାରଣ ମୋ' ନାମରେ ମହତର କାର୍ଯ୍ୟ କରି ହଠାତ୍ ମୋହର ନିନ୍ଦା କରି ପାରିବ, ଏପରି ଲୋକ କେହି ନାହିଁ;
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತನ್ನಾ ಜೆಜುನ್ “ತೆಕಾ ಅಡ್ವುನಕಾಶಿ, ಮಾಜ್ಯಾ ನಾವಾನ್ ಅಜಾಪಾ ಕರ್ತಲೊ ತನ್ನಾಚ್ ಮಾಜ್ಯಾ ವಿಶಯಾತ್ ಬುರ್ಶೆ ಸಾಂಗುಕ್ ಸಾದ್ಯ್ ನಾ,